ଘରୋଇ ମାଟିରେ ଟିମ ଇଣ୍ଡିଆର କ୍ରମାଗତ ୧୭ତମ ସିରିଜ ବିଜୟ, ଭାରତରେ ଧ୍ୱସ୍ତ ହେଲା ଇଂଲଣ୍ଡର ବ୍ୟାଜବଲ ଶୈଳୀ
ରାଂଚୀ: ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୫ ୱିକେଟରେ ହରାଇ ଭାରତ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ୧୯୨ ରନର ଲକ୍ଷ୍ୟକୁ ଭାରତ ୫ ୱିକେଟ ହରାଇ ହାସଲ କରିନେଇଛି । ଧ୍ରୁବ ଜୁରେଲ ୩୯ ଓ ଶୁଭମନ ଗିଲ ୫୨ ରନ କରି ଅପରାଜିତ ରହିଥିଲେ । ସେମାନେ ଷଷ୍ଠ ୱିକେଟରେ ଅପରାଜିତ ୭୨ ରନର…