କବିତା : ସେ
ସ୍ମୃତି ରଞ୍ଜନ ତ୍ରିପାଠୀ
ସେ ନିତି
ପହଡ଼ ଭାଙ୍ଗେ
ଅଗଣାରେ , ତୁଳୀରେ
ମୋ ସ୍ବାଧୀନତାର
ଅଗଣତାନ୍ତ୍ରୀକ ଉହାଡରେ।
କୋଉଦିନଠୁ ହଜେଇଛି ସେ ଅପଶବ୍ଦ
ଭୋକିଲା ପେଟ ଚିହ୍ନେନି
ଗଣ ଆଉ ତନ୍ତ୍ର
ସେଥିପାଇଁ ତ
ମୁଁ ନିତି ତିଆରିଦିଏ ତା’ପାଇଁ
ନଈ, ନାଳ,
ପାହାଡ଼ି ଝରଣା।
ଜାଣ!
ଗଛ…