Latest Odisha News

BREAKING NEWS

Yearly Archives

2024

ଏଣିକି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଡ଼ି ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି!

କଟକ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ ହେବେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିମାନେ। ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଶୁଣାଇଛନ୍ତି ଉଚ୍ଚ ନ୍ୟାୟାଳୟ। ବୁଧବାର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରକଳ୍ପ ଚୟନ ବେଳେ ଲୋକ ପ୍ରତିନିଧିମାନଙ୍କୁ…

ମଦ ଦୁର୍ନିତୀ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟଙ୍କ ସମନ, ୧୭ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ମଦ ଦୁର୍ନିତୀ ମାମଲାରେ ଇଡିର ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି। କେଜ୍ରିୱାଲଙ୍କୁ ୧୭ ଫେବୃଆରୀରେ ହାଜର ହେବାକୁ କୋର୍ଟ କହିଛନ୍ତି। ଏଠାରେ କହି ରଖୁ…

କୋଳେଇ ନେଇଥିବା ଶିଶୁକୁ ଅନାଥାଳୟରେ ଛାଡ଼ିଲେ ଦମ୍ପତ୍ତି, ଜାଣନ୍ତୁ କଣ ରହିଥିଲା କାରଣ

ମୁମ୍ବାଇ: ଦୁନିଆରେ ଏପରି ଅନେକ ପିଲା ଅଛନ୍ତି, ଯେଉଁମାନେ ଜନ୍ମ ହେବା ମାତ୍ରେ ସେମାନଙ୍କ ପିତାମାତାଙ୍କ ସାହାରା ପାଇ ନଥାନ୍ତି। ଏହି ପିଲାମାନଙ୍କ ପାଇଁ ଅନାଥ ଆଶ୍ରମ ହେଉଛି ଘର ସଦୃଶ। କିନ୍ତୁ ଦୁନିଆରେ ଏପରି ଲୋକଙ୍କ ସଂଖ୍ୟା କମ୍ ନୁହେଁ, ଯେଉଁମାନଙ୍କ ନିକଟରେ ଜଣେ ହେଲେ ବି ଶିଶୁ…

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିକୋର୍ଟଙ୍କ ବଡ଼ ରାୟ; ସୁବିଧା ପାଉଥିଲେ ପଛୁଆ ବର୍ଗଙ୍କୁ ବି ସୁଯୋଗ ଦିଅ: ସିଜେଆଇ 

ନୂଆଦିଲ୍ଲୀ:ଉଠିଯିବ କି ସଂରକ୍ଷଣ ବ୍ୟବସ୍ଥା? ଏହି ବ୍ୟବସ୍ଥାକୁ ନେଇ କଣ ରାୟ ବାଢ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ? ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଯେଉଁମାନେ ଲାଭବାନ ହେବା ଯୋଗ୍ୟ ସେମାନଙ୍କୁ ସୁବିଧା ସୁଯୋଗ ମିଳିବାର ଆବଶ୍ୟକତା ରହିଛି। ଏନେଇ ରାୟ ପ୍ରକାଶ…

ବୁମରାହ ଏକ ନମ୍ବର: ୩ଟି ଯାକ ଫର୍ମାଟର ଶୀର୍ଷରେ ରହିବାରେ ପ୍ରଥମ ପେସ ବୋଲର

ବିଶାଖପଟନମ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ବିଶ୍ୱ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ବୁଧବାର ପ୍ରକାଶିତ ତାଜା ର‌୍ୟାଙ୍କିଙ୍ଗରେ ସେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସେ ଏହା ପୂର୍ବରୁ ଦିନିକିଆ ଓ ଟି୨୦ରେ ଏକ…

ପିଟରସନ କହିଲେ ଧୋନୀ ମୋ ପକେଟରେ ଅଛନ୍ତି

ବିଶାଖପଟନମ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଅବସରରେ କେଭିନ ପିଟରସନ ଓ ଜାହୀର ଖାଁଙ୍କ ମଧ୍ୟରେ ହୋଇଥିବା ମଜାଦାର ଆଲୋଚନା ବେଶ ଚର୍ଚ୍ଚିତ ହେବାରେ ଲାଗିଛି । ପିଟରସନ ପ୍ରଥମେ କହିଥିଲେ ଆପଣ ଜାଣନ୍ତି ମୋ ପକେଟରେ କିଏ ଅଛନ୍ତି ? ତା ପରେ ହସି କରି କହିଥିଲେ ମହେନ୍ଦ୍ର ସିଂ ଧୋନୀ । ସେ ମୋ ପକେଟରେ…

ବିରୋଧୀଙ୍କ ହଙ୍ଗାମା ଭିତରେ ଚାଲିପାରିଲାନି ଗୃହ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର:ଧୋଇଗଲା ବିଧାନସଭାର ତୃତୀୟ ଦିନ। ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା। ଉଷୁନା ଚାଉଳ ଓ ପରି ହତ୍ୟା ମାମଲା ପ୍ରସଙ୍ଗରେ କମ୍ପିଥିଲା ଗୃହ। ବିରୋଧୀଙ୍କ ହାଇ ଡ୍ରାମା ମଧ୍ୟରେ ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି…

ଦଳ ପରିବର୍ତ୍ତନ ଟ୍ରେଣ୍ଡରେ ସପାକୁ ଝଟ୍‌କା ଦେବ କି ଆର୍‌ଏଲ୍‌ଡି?

ଲକ୍ଷ୍ନୌ: ଗୋଟେ ପରେ ଗୋଟେ ଟାଣୁଆ ନେତା ଏବେ ଦଳ ପରିବର୍ତ୍ତନରେ ମାତିଛନ୍ତି। ସବୁଠି ଦେଖିବାକୁ ମିଳୁଛି ଦଳବଦଳ ରାଜନୀତି। ଏହାରି ଭିତରେ ପୁଣି ଥରେ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଝଟ୍‌କା। ଏଥିସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଜୋରଦାର ଝଟ୍‌କା ଲାଗିପାରେ। କାରଣ…

ଏନଡିଏ ଛତ୍ରଛାୟା ତଳେ ରହିବେ କି ଚନ୍ଦ୍ରବାବୁ ନାଇଡ଼ୁ?

ନୂଆଦିଲ୍ଲୀ:ପାଖେଇ ଆସୁଛି ନିର୍ବାଚନ ତାରିଖ। ଏହାରି ମଧ୍ୟରେ ଶାସକ ଶିବିରରେ ବିରୋଧି ନେତାଙ୍କ ହାଜିରା ହେବା କଥା ଏବେ ନଜରକୁ ଆସୁଛି। ବର୍ତ୍ତମାନ ଚର୍ଚ୍ଚା ହେଇଛି ଏନଡିଏରେ ସାମିଲ ହୋଇପାରନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି)ନେତା ଚନ୍ଦ୍ରବାବୁ ନାଇଡୁ। ବୁଧବାର ଚନ୍ଦ୍ରବାବୁ ନାଇଡୁ…

ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ପ୍ରମାଣ ନଷ୍ଟ କରିଛି ଇଡି: ଦିଲ୍ଲୀ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ:କେଜ୍ରିୱାଲଙ୍କୁ ଡରୁଛନ୍ତି ମୋଦି, ସେଥି ପାଇଁ ତାଙ୍କୁ ମଇଦାନରେ ହରେଇବା ବଦଳରେ ତାଙ୍କ ବିପକ୍ଷରେ ନେଉଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହାୟତା। ଏପରି କହି ମୋଦି ସରକାରଙ୍କୁ ନିଶାନ ସାଧିଛନ୍ତି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶୀ ମାର୍ଲେନା। ଗଣମାଧ୍ୟମକୁ ସମ୍ବୋଧିତ କରି…