ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ
କଟକ: ବିବାହ ବନ୍ଧନରେ ବାନ୍ଧି ହେଲେ ପୁଣି ଜଣେ ଜିଲ୍ଲାପାଳ । ଓଏଏସ୍ ଅଫିସ୍ର ଅମୃତା ପ୍ରିୟମ୍ବଦା ମିଶ୍ରଙ୍କ ହାତ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍ ଅମ୍ରିତ୍ ଋତୁରାଜ୍ । ବୈଦିକ ରିତିନୀତିରେ କଟକର ହୋଟେଲ୍ ଆକବରୀରେ ମହା ଆଡମ୍ବର ସହକାରେ ଦୁଇ ଅଧିକାରୀଙ୍କ…