Latest Odisha News

BREAKING NEWS

Yearly Archives

2024

ମହିଳା ପୁଲିସ ନିର୍ଯାତନା ମାମଲାରେ ବିରୋଧୀ ଦଳ ନେତାଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ସମ୍ବଲପୁର: ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ୪…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮,୯୭୮ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରି ୩ରେ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨ଞ୍ଚ୮୦୦ ମେଗାୱାଟ୍‌) ଏବଂ ଏନ୍‌ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧ଞ୍ଚ୨୫୦ ମେଗାୱାଟ୍‌)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏନଟିପିସି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ରାଜ୍ୟପାଳ କରାଇଲେ ଶପଥପାଠ

ରାଞ୍ଚି: ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ୍‌। ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଲେ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡଖଣ୍ଡକୁ ମିଳିଛି ତାର ନୂତନ…

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ବଢ଼ିଲା ପଦବୀ ସଂଖ୍ୟା 

ଭୁବନେଶ୍ୱର: ପରିବର୍ତ୍ତନ ମୁଡ୍ ରେ ରାଜ୍ୟ ସରକାର। ଯେଉଁଥିରେ ସାମିଲ୍ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ପଦବି ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ୨ଟି ସ୍ବତନ୍ତ୍ର ସଚିବ (ଲେବଲ-୧୭) ପଦବି ରହିଥିଲା। ଯାହାକୁ ରାଜ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା…

ପରଲୋକରେ ସୋଶିଆଲ ମିଡିଆର ଚର୍ଚ୍ଚିତ ଚେହେରା ପୁନମ୍ ପାଣ୍ଡେ

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ସୋଶିଆଲ ମିଡିଆ ହେଉ ଅବା ଟିଭି ପରଦାରେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେଙ୍କ ପରଲୋକ । ଏନେଇ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି । ପୁନମଙ୍କ ଏଭଳି ଭାବରେ ଆକସ୍ମିକ ମୃତ୍ୟୁ ଖବର ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଚକିତ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ । ସନ୍ଧ୍ୟା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ ।…

ଭୁଲ ରାସ୍ତା ଦେଖେଇଲା ଗୁଗୁଲ ମ୍ୟାପ, ମୃତ୍ୟୁ ମୁହଁରୁ ବଞ୍ଚିଲେ ମହିଳା

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ ଲୋକମାନଙ୍କୁ ଯେକୌଣସି ସ୍ଥାନ ଖୋଜିବାରେ ବହୁତ ସାହାଯ୍ୟ କରେ | ଆପଣ ସାଧାରଣତଃ ଦେଖିଥିବେ ଯେ, ଦେଖିଥିବେ ଯେ ଟ୍ରାଫିକକୁ ଏଡାଇବା କିମ୍ବା ସମୟ ବଞ୍ଚାଇବା ପାଇଁ ଲୋକମାନେ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ନୂତନ ମାର୍ଗ ଖୋଜିଥାଆନ୍ତି | ବେଳେ ବେଳେ କୌଣସି ସ୍ଥାନ…

ଭଦ୍ରକରେ ସିରିଜ ଦୁର୍ଘଟଣା; ପଛକୁ ପଛକ ପିଟି ହେଲା ୩ଟି ଗାଡି, ଜଣେ ମୃତ

ଭଦ୍ରକ: ଭଦ୍ରକ ରେ ସିରିଜ୍‌ ଦୁର୍ଘଟଣା । ପଛକୁ ପଛକ ପିଟି ହେଲା ତିନୋଟି ଗାଡି । ଫଳରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତଙ୍କର ପରିଚୟ ମିଳିନାହିଁ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ମୁତାବକ,…

ଜେଲରେ କେମିତି କଟିଲା ହେମନ୍ତଙ୍କ ପ୍ରଥମ ରାତି, ରାତ୍ରୀ ଭୋଜନରେ କ’ଣ ଖାଇଥିଲେ ହେମନ୍ତ

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ରଖାଯାଇଥିଲା । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କୁ ଗତକାଲି ରାତି ବିର୍ସା ମୁଣ୍ଡା…

ଫଳ ଯେତିକି ଉପକାରୀ ମଞ୍ଜି ବି ସେତିକି ଉପକାରୀ, ଜାଣନ୍ତୁ ଏହି ମଞ୍ଜିର ଫାଇଦା…

ଭୁବନେଶ୍ଵର: ଅଁଳା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ | ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ | ଏହା ଅନେକ ରୋଗକୁ ଶୀଘ୍ର ଭଲ କରିଥାଏ | ସେହିପରି ଅଁଳା ମଞ୍ଜିରେ ଅନେକ ଔଷଧୀୟ ଗୁଣ ଅଛି, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ | ଅନେକ ଲୋକ ଅଁଳା ମଞ୍ଜି ଖାଇବା…