Latest Odisha News

BREAKING NEWS

Yearly Archives

2024

ଶ୍ରୀରାମ, ରାବଣ ଏଠାରେ ଏକତ୍ର ପୂଜା ପାଇଲେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସୋମବାର ସମ୍ପନ୍ନ ହୋଇଛି । ଗ୍ରେଟର ନୋଏଡାର ବିସଖ ସ୍ଥିତ ଶିବ ମନ୍ଦିରରେ ବୈଦିକ ମନ୍ତ୍ରଉଚ୍ଚାରଣ ସହ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ରାବଣଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ବିସଖରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିରରେ…

ଟ୍ରାକ ସଜାଡିବା ବେଳେ ମାଡିଗଲା ଟ୍ରେନ, ୩ରେଳ କର୍ମଚାରୀ ମୃତ

ମୁମ୍ୱାଇ: ରେଳ ଲାଇନ ମରାମତି ବେଳେ ମାଡିଗଲା ଲୋକାଲ ଟ୍ରେନ। ଘଟଣାସ୍ଥଳରେ ୩ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୁମ୍ୱାଇରେ ଘଟିଛି ଏହି ଦୁର୍ଘଟଣା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ…

ଚାଲିଥିଲା ବେଆଇନ ଶୁଆ ଚୋରା ଚାଲାଣ; ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ରାଉରକେଲା: ଚାଲିଥିଲା ବେଆଇନ୍ ଶୁଆ ବିକ୍ରି, ମାଡ଼ିବସିଲା ବନବିଭାଗ । ଏଭଳି ଘଟଣା ଘଟିଛି ରାଉରକେଲାର ସ୍ଥାନୀୟ । ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ । ମିଳିଥିବା ଖବର ଅନୁସାରେ, ରାଉରକେଲା ସହରର ଇନ୍ଦିରାଗାନ୍ଧୀ ପାର୍କ ନିକଟ ନାଲା ରୋଡ଼ ଅଞ୍ଚଳରୁ ଏକ…

ଖୋଲାଗଲା ମା’ ସମଲେଇଙ୍କ ହୁଣ୍ଡି ବାକ୍ସ, ମିଳିଲା ପ୍ରେମ ପତ୍ର

ସମ୍ବଲପୁର: “ମା’ ଏବେ ତୁ ହିଁ ଭରସା । ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ । ମୋର ବି କରିଦେ ମା’ । ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି । ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ । ଆମ ଦୁଇ ଜଣଙ୍କ ବାହାଘର କରେଇ ଦେ ମା’” । ଏସବୁ କଥା…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ କରିବ ସାହାଯ୍ୟ: ପ୍ରଥମ ଥର ପାଇଁ ଡ୍ରୋନ୍ ର ବ୍ୟବହାର କଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ବର: ଏଥର ଉନ୍ନତ୍ତ ହେବ ରୋଗୀ ସେବା । ଅସୁବିଧା ସମୟରେ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ମେଡିକାଲ ସୁବିଧା । ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ହେଲା ଡ୍ରୋନ୍ ସେବା ପରିକ୍ଷଣ । ଏମ୍‌ସରୁ ରକ୍ତ ନେଇ ଟାଙ୍ଗୀ ମେଡିକାଲ୍‌କୁ ଯାଇ ଫେରିଥିଲା ଡ୍ରୋନ୍‌ । ଏ…

ନେତାଜୀ ଓ ବାଲା ସାହେବଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରାଧନମନ୍ତ୍ରୀ, ଉଭୟଙ୍କ ବିରଗାଥା ମନେ ପକାଇଲେ

ନୂଆଦିଲ୍ଲୀ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି 'ଏକ୍ସ' ରେ ଏକ ପୋଷ୍ଟ…

ଜାନୁଆରୀ ୨୬ ଆଦିବାସୀ ମେଳା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ସଜେଇ ହେଲାଣି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି…

ଚିତା ପରିବାରରେ ଖୁସିର ମାହୋଲ, କୁନୋ ଜାତୀୟ ଉଦ୍ୟାନରେ 3 ଶାବକଙ୍କୁ ଜନ୍ମ ଦେଇଛି ଜ୍ବାଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲଗାତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସୁଥିବା ଚିତାଙ୍କ ମଧ୍ୟରେ 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯାହା ଉଦ୍ୟାନ କତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ, ଏହି ସମୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁନୋ ଜାତୀୟ…

ଛଅ କିଲୋର ହୀରା ମୁକୁଟ ପିନ୍ଧିବେ ରାମଲାଲା, ସୁରଟର ଏହି ବ୍ୟବସାୟୀ ଦେଲେ ଦାନ

ଅଯୋଧ୍ୟା: ସମାପ୍ତ ହୋଇଛି ଅଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ନିଜ ଜନ୍ମସ୍ଥାନରେ ବିରାଜମାନ ହୋଇଛନ୍ତି ପ୍ରଭୁ ରାମଲାଲା । ସେଥିପାଇଁ ସାରା ଦେଶରେ ଗତକାଲି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ରାମଲାଲାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ…

ମୋକିମ୍, ଚିରଞ୍ଜୀବ ଓ କୃଷ୍ଣଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଶ୍ରୀକାନ୍ତଙ୍କ ଉପରେ ଲାଗୁ ହେବ କି ସମାନ ନିୟମ?

ଭୁବନେଶ୍ଵର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ। ସେହିପରି ଅନ୍ୟତମ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ବିରୋଧରେ ଲାଗୁ ହୋଇଥିବା ବହିଷ୍କାର ଆଦେଶ ମଧ୍ଯ ପ୍ରତ୍ୟାହାର କରିଛି କଂଗ୍ରେସ।…