ଶୌଚ ହେବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା, ଜଣେ ମୃତ
ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗ୍ରାମରେ ହାତୀ ଆତଙ୍କ । ଶୌଚ ହେବାକୁ ନଦୀକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣଙ୍କ ହେଲେ ଉପେନ୍ଦ୍ର କର ।
ସୂଚନା ମୁତାବକ, ଆଜି ସକାଳେ ଉପେନ୍ଦ୍ର ଶୌଚ ହେବାକୁ ଯାଉଥିବା ଏକ…