ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ, କେୟାର ଟେକର ଗିରଫ
ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଅଭିଯୁକ୍ତ କେୟାରଟେକର ସୁଙ୍କି ରଣା…