Latest Odisha News

BREAKING NEWS

Yearly Archives

2024

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନ୍ୟ ଏକ ଅତ୍ୟନ୍ତ ଭାବପୂର୍ଣ ନାମ ହେଲା ପତିତପାବନ । କେବଳ ଭାବପୂର୍ଣ ନୁହେଁ ଏକ ଆକର୍ଷଣ ଓ ଆବେଗର ଚେତନାକୁ ଧାରଣ କରିଥିବା ନାମ “ପତିତପାବନ ପତିତଜନଙ୍କ ଉଦ୍ଧାର ପାଇଁ…

ଆସନ୍ତା ୧୧ ଯାଏଁ ରାଜ୍ୟବାସୀଙ୍କୁ କଲବଲ କରିବ କୁହୁଡି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହେଲେ ପୂର୍ବାପେକ୍ଷା ବଢିଛି ରାତିର ତାପମାତ୍ରା । କିନ୍ତୁ ବୃଦ୍ଧି ପାଉଛି ଘନ କୁହୁଡି । ଯାହା ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ଅଧିକ…

ଆଜି ମାଲକାନଗିରି ବିମାନବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ପ୍ରଥମ ଥର ପାଇଁ ବିମାନ ସେବାରେ ଯୋଡିହେବ ମାଲକାନଗିରି ଜିଲ୍ଲା । ଆଜି ଲୋକାର୍ପଣ ହେବ ମାଲକାନଗିରି ବିମାନବନ୍ଦର । ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହ…

ପୌରପାଳିକା ଅଧିକାରୀଙ୍କୁ ନିଆଁ ଲଗାଇବା ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର: କେନ୍ଦୁଝର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇଦେବା ଉଦ୍ୟମ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବଡବିଲ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କ ଚେମ୍ବରରେ ଏହି ଘଟଣା ଘଟିଛି। ବଡବିଲ ବଜାରର ଅଭିଷେକ ଗୁପ୍ତା ନାମକ ଏହି ଅଭିଯୁକ୍ତ ତାଙ୍କ ଘର…

ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସ୍ତବ୍ଧ ସୁନ୍ଦରଗଡ଼ର ମିଶନ ସ୍କୁଲ ହଷ୍ଟେଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୁତ୍ରା ଗ୍ରାମର ଜଣେ ମିଶନ ସ୍କୁଲ ଛାତ୍ରଙ୍କ ବାପା ସ୍କୁଲର ହଷ୍ଟେଲରେ ରହୁଥିବା ଅନେକ ପିଲାଙ୍କୁ ଅସଦାଚରଣ କରିଥିବା ନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଛନ୍ତି।…

ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍, ୨୧ ଛାତ୍ର ଆହତ

ମୋହନା: ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍। ବ୍ଲକ୍ ସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରୁ ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଆଉ କିଛି ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୧ ଜଣ ଛାତ୍ର ଆସୁଥିଲେ। ଆଉ ସମସ୍ତେ ଆହତ…

ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ: ବିବାଦ ମଧ୍ୟରେ ଏପରି ବଡ଼ ବୟାନ ଦେଲେ ବିଗ ବି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମାଲଦ୍ୱୀପର କିଛି ମନ୍ତ୍ରୀ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ତେବେ ସେଠାକାର ସରକାର ଏହି ମାମଲାକୁ ନିୟନ୍ତ୍ରଣ…

ପାରାଦୀପ: ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଟ୍ରଲିରେ ପ୍ରସବ କଲେ ମହିଳା

ପାରାଦୀପ: ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ଜଣେ ମହିଳା ଟ୍ରଲିରେ ପ୍ରସବ କରିବାକୁ ବାଧ୍ୟ ହୋଇଛନ୍ତି। ପାରାଦୀପ ସହର ଷଣ୍ଡକୁଦା ଅଞ୍ଚଳରେ ଏହିପରି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମହିଳା ଜଣକ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଆମ୍ବୁଲାନ୍ସ ଆସିବାରେ…

‘ବାରଙ୍ଗ ୧୯୯୯’ ଓ୍ବେବ ସିରିଜ ନିର୍ମାତାଙ୍କୁ ୧୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ କାଞ୍ଚା ଲଙ୍କାକୁ ଲିଗାଲ ନୋଟିସ। ୧୯୯୯ରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ଅଞ୍ଜନା ମିଶ୍ର ଭୁବନେଶ୍ୱରର ଏକ ଅଦାଲତର ଦ୍ବାରସ୍ଥ ହୋଇ ମାନହାନି ମାମଲା ଦାୟର କରିଛନ୍ତି। ଅଞ୍ଜନା ଓଡ଼ିଆ ୱେବ୍ ସିରିଜ୍ 'ବାରଙ୍ଗ ୧୯୯୯' ପାଇଁ ଓଟିଟି ପ୍ଲାଟଫର୍ମ ବିରୋଧରେ…

ତୀର୍ଥସ୍ଥାନ ପର୍ଯ୍ୟଟନସ୍ଥଳୀରେ ପରିଣତ ହେଉଛି କହି ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ: ସୋମବାର ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପବିତ୍ର ଓ ତୀର୍ଥସ୍ଥଳକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ (ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ) ଓ ସମଲେଇ ପ୍ରକଳ୍ପର ଉଦଘାଟନ ପାଇଁ…