ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବାବେଳେ ଗଛରେ ପିଟିହେଲା କାର୍, ୬ ମୃତ
ଚଣ୍ଡିଗଡ: ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବାବେଳେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ। ହରିୟାଣାର ସିରସା ଶେରଗଡ ନିକଟରେ ଏକ ଅନିୟନ୍ତ୍ରିତ ଡିଜାୟର କାର୍ ଗଛ ସହିତ ଧକ୍କା ହୋଇଛି। ଏଥିରେ ତିନିଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…