Latest Odisha News

BREAKING NEWS

Yearly Archives

2024

ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଇଭ୍ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ବିଶ୍ଵ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଭାରତ ସହ ସମ୍ପୁର୍ଣ୍ଣ ବିଶ୍ୱରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ହେବ ସିଧା ପ୍ରସାରଣ । ନ୍ୟୁୟର୍କର ସବୁଠାରୁ ବ୍ୟସ୍ତବହୁଳ ଛକ ଟାଇମ୍ସ ସ୍କୋୟାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର…

ଜିଲା ବୁଲି ତୃଣମୂଳସ୍ତରରେ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରର ଲୋକଙ୍କ ସହିତ ମିଶୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା, କୃଷକ ତଥା ଜିଲ୍ଲାବାସୀଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମିଶିବା ସହିତ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।…

ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂକମ୍ପ ଝଟକା, ଜାରି ହୋଇନି ସୁନାମୀ ଆଲର୍ଟ

ଜାକାର୍ତ୍ତା: ମଧ୍ୟରାତ୍ରିରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ତଲାଉଡ୍‌ ଦ୍ୱୀପରେ ୬.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ତେବେ ବର୍ତ୍ତମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ…

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ନୟାଗଡ: ଭିଜିଲାନ୍ସ ଜାଲରେ ନୟାଗଡ଼ ମଟର ଯାନ ନିରକ୍ଷକ (ଏମଭିଆଇ) । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଆଜି ସକାଳୁ ପଞ୍ଚାନନଙ୍କ ଭୁବନେଶ୍ବରରେ ଥିବା ଭଡ଼ାଘର, ପୈତୃକ ଘର ସମେତ ୭ଟି ସ୍ଥାନରେ ଏହି…

ଆଚାର ଖାଇବାକୁ ଭଲ ପାଆନ୍ତି କି ? କ୍ଷତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଯଦି ଭାରତକୁ ଆଚାର ଦେଶ କୁହାଯାଏ ତେବେ ବୋଧହୁଏ ଭୁଲ୍ ହେବନାହିଁ । କାରଣ ଏଠାରେ ସମସ୍ତ ପ୍ରକାରର ଆଚାର ସବୁ ସମୟରେ ବହୁ ସହଜରେ ମିଳିଯାଏ । ଯାହାକୁ ଲୋକମାନେ ବେଶ୍ ସରାଗରେ ସବୁ ସମୟରେ ଖାଇବାରେ ଖୋଜିଥାଆନ୍ତି । ବେଳେ ବେଳେ ଏପରି ମଧ୍ୟ ଦେଖିବାକୁ ମିଳେ ଯେ ଅନେକ ଲୋକ ଗାଁ ରୁ…

ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଓଡ଼ିଶାର ୬ ସହର: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀ ପରେ ଏବେ ଓଡିଶାରେ ବୃଦ୍ଧି ପାଉଛି ପ୍ରଦୁଷଣ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ୧୬ଟି ସହରର…

ବିଏମ୍‌ସିକୁ ସବୁଜ ସଙ୍କେତ, କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ଏନେଇ ସୋମବାର ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି ହାଇକୋର୍ଟ । କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ ପ୍ରାଣୀ…

କାଲ, ଅନ୍ଧ, ଛୋଟା କହିଲେ ଯାଇପାରନ୍ତି ଜେଲ, ଲାଗିପାରେ ଜୋରିମାନା

ନୂଆଦିଲ୍ଲୀ: ଦିବ୍ୟାଙ୍ଗମାନଙ୍କୁ ଅପମାନବୋଧକ ଶବ୍ଦ ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ପାଗଳ, ମୁକ, କାଲ, ବଧିର, ଅନ୍ଧ, ଛୋଟା ଆଦି ଶବ୍ଦ ଜଦି ଦିବ୍ୟାଙ୍ଗମାନଙ୍କ ପ୍ରତି ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଏପରିକି ଜେଲଦଣ୍ଡ ସହିତ ଜୋରିମାନା ମଧ୍ୟ…

ଭାଷା ଭାଗବତ : ବିଶ୍ବାସ ଓ କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଶ୍ବାସ ନ ହୋଇ କର୍ତବ୍ୟ ବନିଲେ ଶାବ୍ଦିକ ବକ୍ତବ୍ୟ ଘଟେ ତହିଁର ମୂଲ୍ୟହାନି ଏ କଥା ରଖୁଁ ଏବେ ଜାଣି ବିଶ୍ବାସ ଅନୁସାରେ କର୍ମ କରିଚାଲିଲେ ଅବିରାମ ତହିଁର ଭଲ ପରିଣାମ ବିଶ୍ବକୁ କରେ ମନୋରମ ବିଶ୍ବାସ ମନ ମଧ୍ୟେ ଧରି ଯିଏ ବି…

ଆରବ ସାଗରରେ ୧୦ ଯୁଦ୍ଧପୋତ ନିୟୋଜିତ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ବିଗତ କିଛି ଦିନ ଜଳଦସ୍ୟୁଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ଭାରତୀୟ ନୌସେନା ବିଭିନ୍ନ ପ୍ରକାରର ରଣନୀତି ଆପଣାଇବାରେ ଲାଗିଛି। ଏହି କ୍ରମରେ ସୋମବାର ଦିନ ଆରବ ସାଗରରେ ୧୦ ଯୁଦ୍ଧ ଜାହାଜ ଭାରତୀୟ ନୌସେନା ନିୟୋଜିତ କରିଛି। ଏହି ଜାହାଜଗୁଡ଼ିକ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନିୟୋଜିତ…