ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ସୁଟିଂ ସେଟରେ ଭୋ ଭୋ ହୋଇ କାନ୍ଦିଥିଲେ ଅଭିନେତା ବିକ୍ରାନ୍ତ ମୈସୀ
ମୁମ୍ବାଇ; ବଲିଉଡ୍ ଫିଲ୍ମ ‘ଟ୍ୱେଲଥ୍ ଫେଲ୍‘ ସମସ୍ତଙ୍କ ମନକୁ ଛୁଇଁ ପାରିଛି। ଏହି ଫିଲ୍ମ ଦେଖିବା ପରେ ବିଶେଷକରି ଯୁବପିଢ଼ି ଉତ୍ସାହିତ ହେବା ସହ ଜୀବନରେ ସଫଳତା ପାଇବା ପାଇଁ କିପରି ସଂଘର୍ଷ କରିବାକୁ ପଡ଼େ, ଏହାକୁ ଭଲ ଭାବରେ ଅନୁଭଵ କରୁଛନ୍ତି।
ଫିଲ୍ମରେ ଅଭିନେତା ବିକ୍ରାନ୍ତ ମୈସୀଙ୍କ…