ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାର୍ବଜନୀନ ପ୍ରେମ ତତ୍ତ୍ୱ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମନ୍ୱୟ ଓ ସାମ୍ୟବାଦୀ ଚେତନା ଓ ସନାତନ ଧର୍ମର ପ୍ରାଚୀନତା ବିଷୟ ଆଲୋଚନା କରିବା ପରେ, ଶ୍ରୀଜଗନ୍ନାଥ ସଂସ୍କୃତିର ଆଉ ଏକ ମହାନ ଦିଗ ସାମନାକୁ ଆସେ । ତାହା ହେଉଛି…