Latest Odisha News

BREAKING NEWS

Yearly Archives

2024

ଖୁବ୍ ଶୀଘ୍ର ବଣାଇଗଡ଼ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇଲିସିସ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଡାକ୍ତରଖାନାରେ ହେମୋ ଡାଇଲିସିସ୍ ସୁବିଧା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ। ଗଲା ମାର୍ଚ୍ଚ ୨୦୨୩ ରେ…

ଶକ୍ତିଶାଳୀ ହେବ ପ୍ରତିରକ୍ଷା ବାହିନୀ: ସାମିଲ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ: ଆହୁରି ମଜବୁତ୍ ହେବ ଭାରତୀୟ ପ୍ରତିରକ୍ଷା ବାହିନୀ । ଶତ୍ରୁ ପକ୍ଷର ବିମାନ, ଡ୍ରୋନ, ହେଲିକପ୍ଟରକୁ ଧ୍ବଂସ କରିବା ଲାଗି ବିକଶିତ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏହା ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯିବ। ଅତି ନିକଟରୁ…

ଟେଷ୍ଟ ଇତିହାସର ସବୁଠାରୁ ଛୋଟ ମୁକାବିଲାରେ ଜିତି ସିରିଜ ବରାବର କଲା ଟିମ ଇଣ୍ଡିଆ

କେପଟାଉନ: ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇ ସିରିଜ ୧-୧ରେ ବରାବର କରିବାରେ ସଫଳ ହୋଇଛି । ୧୪୭ ବର୍ଷର ଟେଷ୍ଟ ଇତିହାସରେ ଏହା ଥିଲା ସବୁଠାରୁ ଛୋଟ ମୁକାବିଲା । ୪ଟି ଇନିଂସରେ ମାତ୍ର ୧୦୭ ଓଭର ବୋଲିଂ କରାଯାଇଥିଲା । ଏହା ପୂର୍ବରୁ…

ଜାନୁଆରୀ ୬-୭ରେ ଡିଜିପି/ ଆଇଜିପି ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ଜାନୁଆରୀ ୬-୭ରେ ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ଅୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ୟାପକ ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା…

ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଖୁସି ପ୍ରକାଶ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଓଡ଼ିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜାତୀୟସ୍ତରରେ ସ୍ୱୀକୃତିଦେଉଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଖାଉଟି…

ମୋବାଇଲକୁ ଆସୁଛି ଦେଶ ବିରୋଧୀ ତତ୍ତ୍ବଙ୍କ ଫୋନ୍!

ନୂଆଦିଲ୍ଲୀ; ଦେଶ ବିରୋଧୀ ତତ୍ତ୍ବ ଭାରତୀୟ ମୋବାଇଲ୍ ବ୍ୟବହାରକାରୀଙ୍କୁ ଦେଶ ବାହାରର ଫୋନ୍ ନମ୍ବରରୁ ଫୋନ୍ କରି ଆତଙ୍କିତ କରୁଛନ୍ତି। ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ଟ୍ରେଡିଂରେ ବ୍ୟାଘାତ ସୃଷ୍ଟି କରୁଥିବା ଦାବି କରୁଛନ୍ତି। ଏଭଳି ଫୋନ୍ କଲ୍ କୌଣସି ମୋବାଇଲ୍ ବ୍ୟବହାରକାରୀ ପାଇଲେ…

ଦିଲ୍ଲୀରେ ଝଲସିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର: ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ଦିଆଯାଇଛି।…

ଅଦାଲତରେ ବିଚାରପତିଙ୍କୁ ଆକ୍ରମଣ

ଓ୍ଵାଶିଂଟନ୍;   ଅଦାଲତ ଭିତରେ ବିଚାରପତି ରାୟ ଶୁଣାଉଥିଲେ। ଏହି ସମୟରେ ବିଚାରପତିଙ୍କ ଉପରକୁ ଅଭିଯୁକ୍ତ ଜଣକ ଡେଇଁପଡ଼ିଥିଲେ। ବିଚାରପତିଙ୍କୁ ଆକ୍ରମଣ ବି କରାଯାଇଛି। ଏଭଳି ଘଟଣା ଆମେରିକାରେ ଘଟିଛି। ସେଠାକାର ଲାସ ଭେଗାସର ଏକ ଅଦାଲତ ଭିତରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଅପରାଧୀକ…

କଂଗ୍ରେସରେ ସାମିଲ ହେଲେ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇ ଏସ ଶର୍ମିଲା

ନୂଆଦିଲ୍ଲୀ: ତେଲେଙ୍ଗାନାରେ କଂଗ୍ରେସର ବାଜିମାତ ପରେ ରାଜ୍ୟରେ କଂଗ୍ରେସ ମୁହାଁ ହେଉଛି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି । କଂଗ୍ରେସରେ ସାମିଲ ହୋଇଛନ୍ତି ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି (YSRTP) ମୁଖ୍ୟ ୱାଇ ଏସ୍ ଶର୍ମିଲା । ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସେଥିପାଇଁ ଚଳଚଞ୍ଚଳ ଏବେ ପୁରା ଦେଶ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…