ଏହି ଅଧିନାୟକଙ୍କ ରାଗିଲେ ସମସ୍ତେ ହୋଇ ଯାଉଥିଲେ ଚୁପ
ନୂଆଦିଲ୍ଲୀ: ବିଶ୍ୱରେ ଏପରି କେତେକ କ୍ରିକେଟର ଅଛନ୍ତି ଯାହାଙ୍କ ନାମ ସର୍ବଦା ସମ୍ମାନର ସହିତ ନିଆ ଯାଇଥାଏ । ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ସାମିଲ । କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ଏବେ ବି ପ୍ରଶଂସକମାନେ ତାଙ୍କୁ ମନେ ପକାଇଛନ୍ତି ।…