Latest Odisha News

BREAKING NEWS

Yearly Archives

2025

ହୋଲି ପାଇଁ ଆଜି ସଂସଦ ଅଧିବେଶନ ବନ୍ଦ

ନୂଆଦିଲ୍ଲୀ: ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଗୁରୁବାର (ମାର୍ଚ୍ଚ ୧୩) ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାର ଅଧିବେଶନ ବନ୍ଦ ରହିବ। ଉଭୟ ଗୃହର ବିଜନେସ୍ ଆଡଭାଇଜରି କମିଟିର ନିଷ୍ପତ୍ତି କ୍ରମେ ଏହି ଛୁଟି ଘୋଷଣା କରାଯାଇଛି। ହୋଲି ପୂର୍ବ ଦିନ ୧୩ ମାର୍ଚ୍ଚରେ ଲୋକସଭା ଏବଂ ରାଜ୍ୟସଭାର…

ଏପରି ଜାଣନ୍ତୁ ଆପଣ ଘରେ ବାସ୍ତୁଦୋଷ ଅଛି କି ନାହିଁ..!

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ ନହେଲେ ବାସ୍ତୁଦୋଷ ଲାଗେ। ଘରର ପ୍ରବେଶ ଦ୍ୱାରା ଦକ୍ଷିଣ ଦିଗରେ ଥିଲେ, ଘରର ପ୍ରବେଶ ଦ୍ୱାରା ଏକ ସିଧାରେ ହୋଇଥିଲେ, ରୋଷେଇ ଘର ଦକ୍ଷିଣ-ପୂର୍ବ କୋଣରେ ନ ହେବା ପରି ଜିନିଷ ବାସ୍ତୁଦୋଷର କାରଣ ହୋଇଥାଏ । ଧ୍ୟାନ ରଖନ୍ତୁ ଯଦି ଘରେ ପରିବାର…

ପୁଅକୁ ଛୁରି ଭୁସି ହତ୍ୟାକଲା ବାପା

ସୋର: ନାବାଳକ ପୁଅକୁ ଛୁରି ଭୁସି ହତ୍ୟାକଲା ବାପା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ନରମା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ସ୍ତ୍ରୀ ସହ ପାଟିତୁଣ୍ଡ ବେଳେ ପୁଅ ବିରୋଧ କରିବାରୁ ବାପା ହତ୍ୟା କରିଥିବା ଜଣାପଡିଛି। ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ସୂଚନା ରହିଛି। ଘଟଣା ପରେ…

ଆଜିଠୁ ବଢିବ ପାରଦ, ୪ ଦିନ ପାଇଁ ହିଟ୍‌ୱେବ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆସନ୍ତା ୪ ଦିନ ପାଇଁ ହିଟ୍‌ୱେବ ୱାର୍ଣ୍ଣିଂ ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟରେ ଆହୁରି କଲବଲ କରିବ ତାତି। ଆଜିଠୁ ବଢିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ…

ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର: ଏପ୍ରିଲ ପହିଲାରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ବି ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ…

ହୋଲିରେ ଏହି ସବୁ ଦ୍ରବ୍ୟ କରନ୍ତୁ ଦାନ; ମିଳିବ କ୍ୟାରିୟରରେ ସଫଳତା

ଭୁବନେଶ୍ବର: ହୋଲି ପର୍ବ ବହୁତ ଉତ୍ସାହର ସହିତ ଆମେ ପାଳନ କରିଥାଉ । ତେବେ ଜାଣିଛନ୍ତି କି ହୋଲି ପର୍ବରେ ଦାନ ମଧ୍ୟ କରାଯାଏ। ହୋଲିରେ ଦାନ କଲେ ପୁଣ୍ୟ ଫଳ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ଯଦି ଦାନ କରନ୍ତି ତେବେ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିବ ଓ…

ପାକ୍ ଟ୍ରେନ ହାଇଜାକ; ବିଦ୍ରୋହୀଙ୍କୁ ମାରି ସଫା କଲା ସେନା… 

କରାଚି: ବେଲୁଚ ବିଦ୍ରୋହୀଙ୍କୁ ମାରି ସଫା କଲେ ପାକିସ୍ତାନୀ ସେନା। ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫଙ୍କ ସୂଚନା ଅନୁଯାୟୀ, ସେନା ସମସ୍ତ ୩୩ ଜଣ ବେଲୁଚ୍ ବିଦ୍ରୋହୀଙ୍କୁ ହତ୍ୟା କରିଛି। ଏବେ ସେଠାରେ ଜଣେ ବି ବେଲୁଚ୍ ବିଦ୍ରୋହୀ ନାହାନ୍ତି। ତେବେ ଏଥିରେ ମୃତ୍ୟୁବରଣ…

ଫ୍ରିଜ ପାଣି ପିଉଥିଲେ ସାବଧାନ, ନହେଲେ ହୋଇପାରେ ଘାତକ

ଖରାରେ ଯେତେବେଳେ ଆମେ ଘରୁ ଆସୁ ପ୍ରଥମେ ଥଣ୍ଡା ପାଣି ଖୋଜିଥାଉ। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଟିଏ ଫ୍ରିଜ ପାଣି ପିଇ ଦେଲେ ଆମକୁ ଶାନ୍ତି ଲାଗେ । ଏଥିପାଇଁ ଏହି ସମୟରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ସମସ୍ତେ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ…

ନଦୀ, ନାଳ ପାଖରେ ରହୁଥିବା ଲୋକଙ୍କୁ କ୍ୟାନ୍ସର ଆଶଙ୍କା ଅଧିକ: ଆଇସିଏମଆର

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ରହିବା ପାଇଁ ଜାଗା ସହ ଜମିର ମଧ୍ଯ ଅଭାବ ରହିଛି। ତେଣୁ ଲୋକମାନେ ପ୍ରାୟତଃ ନଦୀ ଓ ନାଳ ପାଖରେ ଥିବା ଜମିରେ ଘର ତିଆରି କରି ରହୁଛନ୍ତି। ତେବେ ରାଜଧାନୀ ଦିଲ୍ଲୀ ସମେତ ଭାରତର ଅନେକ ବଡ଼ ଓ ଛୋଟ ସହରରେ ଲୋକମାନେ ଏହିପରି ଜାଗାରେ ଘର…

ଏହି ଉପାୟରେ ଆଧାର କାର୍ଡରେ ନିଜର ଫଟୋ ପରିବର୍ତ୍ତନ କରନ୍ତୁ…

ଭୁବନେଶ୍ବର: ଅଧିକାଂଶ ଲୋକ ଆଧାର କାର୍ଡରେ ଥିବା ଫଟୋ ନାପସନ୍ଦ କରନ୍ତି । ଏଥିସହ ସେମାନେ ଏହାକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଯଦି ଆପଣଙ୍କର ଆଧାର କାର୍ଡରେ ଥିବା ଫଟୋ ପୁରୁଣା କିମ୍ବା କ୍ଲିୟର ନୁହେଁ ଓ ଆପଣ ମଧ୍ୟ  ଫଟୋ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି…