Latest Odisha News

BREAKING NEWS

Yearly Archives

2025

ଘରେ ରଖନ୍ତୁ ଏହି ଗୋଟିଏ ଜିନିଷ, ଯାହାକୁ ସୁଙ୍ଘିଲେ ଆଉ କେବେ ଆସିବନି ସାପ

ସାପ ଦେଖିବା ମାତ୍ରେ ସମସ୍ତଙ୍କ ମନରେ ପ୍ରଚଣ୍ଡ ଭୟ ଆସିଯାଏ। ସ୍ୱପ୍ନରେ ସାପ ଆସିଲେ ଲୋକ ଡରି ଯାଇ ଅନେକ କଥା ଭବନ୍ତି। ସାଧାରଣତଃ ସାପକୁ ଲକୋମାନେ ହିସ୍ର ଜନ୍ତୁ ଭାବେ ଦେଖିଥାନ୍ତି। କିନ୍ତୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ଭାବରେ ତାଙ୍କର ମାରାତ୍ମକ ବିଷ ରହିଛି । ତେଣୁ ସାପମାନେ ବିପଜ୍ଜନକ…

ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ, ୧୦୮୩ ପଦବୀ ଖାଲି

ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ହୋଇଛି । ଏଥିପାଇଁ ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ…

IND vs AUS: ଆଉ ଟିକେ ଭିତରକୁ… KLଙ୍କ ଭିତରେ ପଶିଲା ଧୋନୀଙ୍କ ଆତ୍ମା, କହିବା ମାତ୍ରେ ଜାଡ୍ଡୁ ନେଲେ ୱିକେଟ

ନୂଆଦିଲ୍ଲୀ: ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଷ୍ଟମ୍ପ ପଛରେ ହିଁ ଖେଳ କରିଥାନ୍ତି। ଖେଳର ମୋଡ଼ ବଦଳାଇବାରେ ଧୋନୀଙ୍କ ନିକଟରେ ଅଦ୍ଭୁତ କଳା ରହିଛି। ବିଶେଷକରି କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜାଙ୍କ ପରି ସ୍ପିନରଙ୍କଠାରୁ କିପରି ଶତପ୍ରତିଶତ ଏଫର୍ଟ…

ଅଲମ୍ପିକ ପଦକ ବିଜେତା ସୁଶିଲ କୁମାରଙ୍କୁ ଜାମିନ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୨୧ ମସିହା ମେ ମାସରେ ସୁଶୀଲ ତାଙ୍କର ରେସଲର ସାଥି ସାଗର ଧନଖରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହା ପୂର୍ବରୁ ଜୁଲାଇ ୨୦୨୩ରେ ଆଣ୍ଠୁର ଅସ୍ତ୍ରୋପଚାର…

ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର, ହ୍ୟାଣ୍ଡ ଗ୍ରେନେଡ୍ ସହ ଧରିଲା ପୋଲିସ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର । ଆତଙ୍କବାଦୀମାନେ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବାର ଖବର ସାମ୍ନାକୁ ଆସିଛି। ଏନେଇ ଗୁଜରାଟ ପୋଲିସ ଖବର ପାଇ ତୁରନ୍ତ ତଦନ୍ତ ଆରମ୍ଭ କରି ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଛି। ଗୁଜରାଟ ପୋଲିସ ହରିୟାଣା ଓ…

ଜାତିସଂଘ ମାନବାଧିକାର ମୁଖ୍ୟଙ୍କ ଉପରେ ବର୍ଷିଲା ଭାରତ

ଜେନେଭା: କାଶ୍ମୀର ଏବଂ ମଣିପୁରକୁ କେନ୍ଦ୍ର କରି ଜାତିସଂଘ ମାନବାଧିକାର ମୁଖ୍ୟ ବୋଲକର ଚର୍କ ଦେଇଥିବା ମନ୍ତବ୍ୟକୁ ବ୍ଯର୍ଥ ଓ ନିରାଧାର କହିବା ସହ ନିନ୍ଦା କରିଛି ଭାରତ। ବିଶ୍ୱ ବିକାଶ ସମ୍ପର୍କରେ ଭାଷଣ ଦେବା ସମୟରେ ମାନବାଧିକାର ମୁଖ୍ୟ କାଶ୍ମୀର ଏବଂ ମଣିପୁରର କଥା ଉଠାଇଥିଲେ। କିନ୍ତୁ…

ବିଜୁ ଜୟନ୍ତୀ ସମାରୋହରେ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପାଳନର ତାରିଖ ପରିବର୍ତ୍ତନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ମାର୍ଚ୍ଚ ୫ରେ ଜୟଦେବ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀ ପାଳନ…

ଭାଗ୍ୟବାନ ସ୍ମିଥଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ୨୬୪ରେ ଅଲଆଉଟ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୬୫ ରନର ଲକ୍ଷ୍ୟ ରଖିଛି । ଷ୍ଟିଭନେ ସ୍ମିଥ ଓ ଆଲେକ୍ସ କ୍ୟାରୀ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିପାରି ନ ଥିଲା । ୩୬…

୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ୨ ଆକାଉଣ୍ଟାଣ୍ଟ

ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଣ୍ଟ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ ମାନେ ହେଲେ ଜୁନିଅର…

ଏହି ସାଉଥ୍ ଫିଲ୍ମରେ ଏଣ୍ଟ୍ରି କରିବେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର

ହାଇଦ୍ରାବାଦ: ଭାରତୀୟ ସିନେମାରେ କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହୋଇଥାଏ। ଏହି ଫିଲ୍ମ ଗୁଡିକ ହିଟ୍ ମଧ୍ୟ ହୋଇଥାଏ। ହେଲେ ଅନେକ ସମୟରେ କ୍ରିକେଟର ମାନେ ଡେବ୍ୟୁ କରିଥିବା ନଜର ରହିଛି। ସେମିତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଦକ୍ଷିଣ ସିନେମାରେ ନିଜର ଅଭିନୟର ଯାଦୁ…