ଭେଣ୍ଡି ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ !
ଭୁବନେଶ୍ବର:ଏବେ ଖରା ଦିନ ଆସିଯିବ । ଏହି ଋତୁରେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ତେବେ ଜାଣିଛନ୍ତି କି ଏହି ଭେଣ୍ଡି ଖାଇବାକୁ ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ବୋଲି । ଏହି ଭେଣ୍ଡି କିଛି ଘାତକ ରୋଗରୁ ଦୂରେଇ ରଖିବ ।
ଏହି ପରିବାରେ ଭିଟାମିନ୍-ଏ,…