ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ
ଭୁବନେଶ୍ଵର: ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ଦିବଂଗତ ନବ ଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସ । ଆଜି ହାଜର ନ ହେବାକୁ ଫୋନ୍ରେ ଜଣାଇବା ସହ ସମୟ ମାଗିଛନ୍ତି ଦୀପାଳି । ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍ କରି ସମୟ ମାଗିଥିବା…