ଫୋପାଡନ୍ତୁନି ପିଆଜ ଚୋପା, ଏଥିରେ ରହିଛି ଅନେକ ଗୁଣ !
ଭୁବନେଶ୍ବର: ସାଧାରଣତଃ ପିଆଜ ଚୋପା ଆମେ ଫୋପାଡି ଦେଉ । କିନ୍ତୁ ଏଥିରେ ଭରିରହିଛି ଅନେକ ଗୁଣ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ..
-କେଶକୁ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରନ୍ତୁ। ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ କେଶ…