Latest Odisha News

BREAKING NEWS

Yearly Archives

2025

ବାହାରେ ଭେଜ ବିରିୟାନୀ ଖାଉଥିଲେ ସାବଧାନ , ବାହାରୁଛି ହାଡ!

ଝାନ୍ସୀ:ଭେଜ ବିରିୟାନୀ ଖାଉଥିବେ ଆଉ ସେଥିରୁ ବାହାରିବ ହାଡ । ଆପଣ କଣ କରିବେ । ଆଜ୍ଞା ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଝାନ୍ସୀରେ । ଏହି ଘଟଣାର ଖବର ପାଇବା ପରେ ରାଷ୍ଟ୍ର ଭକ୍ତ ସଂଗଠନ ସମେତ ଅନ୍ୟ କେତେକ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚିଥିଲେ, ସେତେବେଳେ…

ପରଲୋକରେ ଓଡ଼ିଆ ଗଜଲ-ସାହିତ୍ୟର ଜଣେ ଅନୁପମ ସ୍ରଷ୍ଟା ଓ ଗବେଷକ ମହମ୍ମଦ ଆୟୁବ

କଟକ: ପରଲୋକରେ ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ ‘କାବୁଲି’ । ଫେବ୍ରୁଆରି ୨୭ ତାରିଖ ଗୁରୁବାର ଦିନ କଟକ ଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ମହମ୍ମଦ ଆୟୁବ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟରେ…

ଓଡିଶାରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ନଡ୍ଡା । ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ…

ବିଦ୍ୟୁତ ଦେୟ ୧ ପଇସା ବୃଦ୍ଧି କଲେ ରାଜ୍ୟବ୍ୟାପି ଆନ୍ଦୋଳନ ହେବ: କଂଗ୍ରେସ

ଭୁବନେଶ୍ୱର: ଓଡିଶାରେ ଯଦି ବିଦ୍ୟୁତ ଦେୟ ୧ ପଇସା ବୃଦ୍ଧି କରାଯିବ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ ହେବେ । ସାଧାରଣ ବିଦ୍ୟୁତ ଖାଉଟିଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶୃତିବଦ୍ଧ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା…

ମହାକୁମ୍ଭର ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ରେକର୍ଡ ସୃଷ୍ଟି କଲା ରେଳବାଇ

ଭୁବନେଶ୍ୱର: ବୁଧବାର ଶେଷ ହୋଇଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଶେଷ ହୋଇଛି । ଏହି ମହାକୁମ୍ଭ ୨୦୨୫ ସମୟରେ ମାତ୍ର ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି । ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୧୩ ହଜାର ୫୦୦…

ହିନ୍ଦୀ ଭାଷା ମାସ୍କ ଭଳି, ସଂସ୍କୃତ ଚେହେରା: ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ: ଦକ୍ଷିଣରେ ଜାରି ରହିଛି ଭାଷା ଆନ୍ଦୋଳନ। ଏହାରି ମଧ୍ୟରେ କେନ୍ଦ୍ର ସରକାର ହିନ୍ଦୀ ଭାଷା ଲାଗୁ କରିବାକୁ ଏକପ୍ରକାର ବାଧ୍ୟ କରୁଥିବା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ହିନ୍ଦୀ ଭାଷାକୁ ଲାଗୁ କରିବାକୁ ଅନୁମତି ଦେବ…

୨୫ ବର୍ଷରେ ମାତ୍ର ଗୋଟିଏ ଆଇସିିସି ଟ୍ରଫି ଜିତିଛି ପାକିସ୍ତାନ

ଦୁବାଇ: ପାକିସ୍ତାନ କ୍ରିକେଟ ଟିମ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି । ଗତ ସଂସ୍କରଣର ବିଜେତା ଏବଂ ଏଥରର ଆୟୋଜକ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏପରିକି ୨୦୧୭ରେ ଦଳ ଭାଗ୍ୟବଶତଃ ଟାଇଟଲ ହାସଲ କରିଛି ବୋଲି କୁହାଯାଇଛି । ଗତ ୨୫ ବର୍ଷ…

ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ସିକନ୍ଦର’ ଟିଜର ରିଲିଜ୍

ମୁମ୍ବାଇ: ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ 'ସିକନ୍ଦର'ର ଟିଜର ରିଲିଜ୍ ହୋଇଯାଇଛି। ଏ.ଆର. ମୁର୍ଗାଦାସ୍ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ତେବେ ଦୁହେଁ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି କାମ କରିବେ। ଟିଜରଟି ବହୁତ ଧମାକାଦାର ଏବଂ ଆକ୍ସନରେ ଭରପୁର ରହିଛି।ତେବେ…

ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ଛୁଟି

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବ। ଏହି ମାସରେ ବ୍ୟାଙ୍କଗୁଡ଼ିକ ବହୁତ ବ୍ୟସ୍ତ ରହିବେ। ଏହା ପୂର୍ବରୁ ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ପ୍ରତ୍ୟେକ ମାସ ପରି ଏହି ମାସରେ ମଧ୍ୟ ଅନେକ ଦିନ ବ୍ୟାଙ୍କ ଛୁଟି ରହିବ। ଆରବିଆଇର ଅଫିସିଆଲ୍…

ବରଫ ପଡୁଥିବା ପାହଡରେ ହଜିଗଲେ, ଟୁଥପେଷ୍ଟ ଖାଇ ବଂଚିଥିଲେ

ବେଜିଂ: ଚୀନର ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୀନର ଉତର ପୂର୍ବାଂଚଳରେ ବରଫ ପଡୁଥିବା ପାହଡରେ ସନ ନାମକ ୧୮ ବର୍ଷରୁ ଯୁବକ ହଜି ଯାଇଥିଲା । ପ୍ରାୟ ୧୦ ଦିନ ଧରି ତାଙ୍କର ଖୋଜ ଖବର ମିଳି ନ ଥିଲା । ଲିୟାଙ୍ଗ ନଦୀର ପାଣି ତାଙ୍କୁ ବଂଚାଇବାରେ ସହାୟ ହୋଇଥିଲା । ଶେଷ ଭାଗରେ…