Latest Odisha News

BREAKING NEWS

Yearly Archives

2025

ମହାକୁମ୍ଭ ସଫେଇ କର୍ମୀଙ୍କୁ ମିଳିବ ୧୦ ହଜାର ବୋନସ୍: ବଡ ଘୋଷଣା କଲେ ଯୋଗୀ ସରକାର

ଆହ୍ଲାବାଦ: ବୁଧବାର ସରିଯାଇଛି ମହାକୁମ୍ଭ । ହେଲେ ଆଜି ଏହାକୁ ଔପଚାରିକ ଭାବେ ସଙ୍ଗମ ଯାଇ ପୂଜାର୍ଚ୍ଚନା କରି ସମାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଏଥିସହିତ ଗଙ୍ଗାର ଅରେଲ ଘାଟରେ ନିଜେ ହାତରେ ଝାଡୁ ଧରି ସଫେଇ କରୁଥିବାର ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଏହାପରେ…

ବାୟା କଲା ମଦ, ନିଶାରେ କନିଆ ବଦଳରେ କନିଆ ସାଙ୍ଗକୁ ବରଣମାଳା ପିନ୍ଧାଇଲା ବର

ଲକ୍ଷ୍ନୌ: ବାହାଘର ବେଳେ ହାଇଡ୍ରାମା । ମଦୁଆ ବରର କାଣ୍ଡ ଦେଖି ମୁଣ୍ଡରେ ହାତ ଦେଲେ ଲୋକେ । କନିଆ ବଦଳରେ କନିଆର ସାଙ୍ଗ ବେକରେ ବରଣମାଳା ଗଳେଇଲା ବର । ସେ ବି ପୁଣା ନିଶାରେ ଚୁର୍ ହୋଇ । ଉତ୍ତର ପ୍ରଦେଶ ବରେଲିରୁ ସାମ୍ନାକୁ ଆସିଛି ଏହି ଅଜବ ଘଟଣା । ବାହା ହେବାକୁ ଆସିଥିବା ମଦୁଆ ବରକୁ…

ସେବାୟତ ଖସି ପଡିବା ଘଟଣା: ‘ଶ୍ୱେତପତ୍ର ଜାରି କରନ୍ତୁ ସରକାର’

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ମହାଦୀପ ସହ ସେବାୟତ ଖସି ପଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ଅଘଟଣ ପାଇଁ ସେ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ଆହତ ସେବାୟତଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ପିସିସି ସଭାପତି ଦାୟୀ କରିଛନ୍ତି…

୬ମାସ ପୂର୍ବରୁ ସ୍ବାମୀଙ୍କ ଠାରୁ ଅଲଗା ହେବା ପାଇଁ ଡିଭୋର୍ସ ଫାଇଲ କରିଥିଲେ ସୁନୀତା…..

ମୁମ୍ବାଇ: ଏବେ ପୁଣି ଆଉ ଜଣେ ବଲିଉଡର ଚର୍ଚ୍ଚିତ ଯୋଡିଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । କାଳେ ବିବାହର ୩୭ ବର୍ଷ ପରେ ଏବେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି, ହିରୋ ନମ୍ବର ଓ୍ବାନ୍ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା । ସେମାନଙ୍କ ବିବାହ ବିଚ୍ଛେଦ ନେଇ ଏବେ ସୋସିଆଲ…

ମାଟ୍ରିକ ପରୀକ୍ଷାରେ ଅବହେଳା; ୬ ଶିକ୍ଷକ ନିଲମ୍ବିତ

ବଲାଙ୍ଗୀର: ରାଜ୍ୟରେ ବର୍ତମାନ ମ୍ୟାଟ୍ରିକ ପରୀକ୍ଷା ଚାଲିଛି । ଏହା ଭିତରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ବ୍ଲକ ଅନ୍ତର୍ଗତ ମୁରିବାହାଲ ହଳଦୀ ହାଇସ୍କୁଲରେ ପରୀକ୍ଷା ସମୟରେ କପି ସହ ଅବ୍ୟବସ୍ଥା ଅଭିଯୋଗ ହୋଇଥିଲା । ଯେଉଁଥିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ…

କେବଳ ରିଲ୍ସ କରିବା ପାଇଁ ଇନଷ୍ଟାଗ୍ରାମ ଆଣିବ ଏହି ଜବରଦସ୍ତ ଆପ୍….

ନୂଆଦିଲ୍ଲୀ: ଟିକଟକକୁ ଟକ୍କର ଦେବା ପାଇଁ ଇନଷ୍ଟାଗ୍ରାମ ଏକ ଦମଦାର ଯୋଜନା ପ୍ରସ୍ତୁତ କରିଛି। କୁହାଯାଉଛି ଯେ ଇନଷ୍ଟାଗ୍ରାମ ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଡମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା…

ଲିଙ୍ଗରାଜ ମନ୍ଦିର ପ୍ରସଙ୍ଗ: ମେୟରଙ୍କ ଉପରେ ବର୍ଷିଲେ ବାବୁ ସିଂ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଗତକାଲି ମହାଦୀପ ଉଠିବା ବେଳେ ଘଟିଥିବା ଅଘଟଣ ପାଇଁ ମେୟର ସୁଲୋଚନାଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଧାୟକ ବାବୁ ସିଂ । ଭୁବନେଶ୍ବର ମେୟର ସୁଲୋଚନା ଦାସ, ପୂରା ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଥିବା ବେଳେ ମେୟର ପ୍ରଶାସନର ଅଂଶ କି ନାହିଁ ପ୍ରଶ୍ନ…

ଖୋର୍ଦ୍ଧା କୁମାରବସ୍ତିରେ ବିସ୍ଫୋରଣ; ତିନି ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ଫୋରଣ । ଏଥିରେ ତିନିଜଣ ଗୁରୁତର ହୋଇଥିବା ବେଳେ, ଦୁଇ ଜଣଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।  ଏଥିରେ ୧୦ବର୍ଷ ଓ ୧୨ବର୍ଷ ର ନାବାଳକ ଓ ନାବାଳିକା ଅଛନ୍ତି । ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି ।…

ଏଫ୍ଏସଏସଏଆଇର ଚେତାବନୀ: ଇଡଲି ଖାଇଲେ ହେବ କ୍ୟାନସର୍!

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଖାଦ୍ୟ ପ୍ରେମୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବିଶେଷକରି ଇଡଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡିବ। ଏହାର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ତଥ୍ୟ। ଖାଦ୍ୟ…

ମାଲକାନଗିରି ପରେ ଯାଜପୁରରେ ଲଜ୍ଜା, ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ

ଯାଜପୁର: ମାଲକାନଗିରି ପରେ ଯାଜପୁରରେ ଲଜ୍ଜା। ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ…