ଭାରତ ପାଇଁ ବିପଦ! ଆଇଓଆର ଉପରେ ନଜର ରଖିବ ଚୀନର ନୂତନ ରାଡାର ‘LPAR’
ନୂଆଦିଲ୍ଲୀ: ଚୀନ୍ ମିଆଁମାର ସୀମା ନିକଟରେ ଏହାର ୟୁନାନ ପ୍ରାନ୍ତରେ ଏକ ନୂତନ ଏବଂ ଉନ୍ନତ ରାଡାର ଷ୍ଟେସନ ନିର୍ମାଣ କରିଛି। ଏହା ଏକ ଲାର୍ଜ ଫେଜ୍ଡ୍ ଆରେ ରାଡାର (LPAR), ଯାହା ୫୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ମନିଟରିଂ କରିପାରିବ। ଏହି ରାଡାର ସାହାଯ୍ୟରେ ଚୀନ୍ ଭାରତ ମହାସାଗର ଅଞ୍ଚଳ…