Latest Odisha News
Yearly Archives

2025

ସଙ୍ଗମରେ ଜନସମୁଦ୍ର: ଜାଗର ସାଙ୍ଗକୁ ଶେଷ ଅମୃତସ୍ନାନ: ୧କୋଟି ଲୋକ ହେବେ ସାମିଲ

ପ୍ରୟାଗରାଜ: ଅଣନିଶ୍ବାସୀ ପ୍ରୟାଗରାଜ । ଶେଷ ସମୟରେ ସଙ୍ଗମରେ ଜନସମୁଦ୍ର । ରାତି ପାହିଲେ ସରିବ, ଆମ ଜୀବନର ପ୍ରଥମ ତଥା ଶେଷ ମହାକୁମ୍ଭ ।  ଏ ଜନ୍ମ ତ ନୁହେଁ, ଭାଗ୍ୟରେ ଥିଲେ, ପୁଣି ଆଉ ଏକ ଜନ୍ମ, ଆଉ ୧୪୪ ବର୍ଷକୁ ଅପେକ୍ଷା । ବୁଧବାର, ୨୬ ଫେବୃଆରୀ..ମହାଶିବରାତ୍ରୀ ଦିନ ସରୁଛି ସଙ୍ଗମ…

ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ବରସୁଆଁ ଦମାଳ ନିକଟରେ ଅଘଟଣ । ଦମାଳୁ ଠାରେ ଲୌହ ଖଣିରେ ଖଣି ଖନନ ପାଇଁ କାମ ଚାଲିଥିବା ବେଳେ ମାଟି ଅତଡା ଖସି ଚାପି ହୋଇଗଲେ ୩ ଜଣ ଶ୍ରମିକ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଏବେ…

ଏଣିକି ଇ-ଭିଜା ମାଧ୍ୟମରେ ଏହି ସବୁ ଦେଶକୁ ଯାଇପାରିବେ ଭାରତୀୟ, ଜାଣନ୍ତୁ କିପରି ପାଇବେ

ଅନେକ ଦେଶରେ ଭିଜା ସମ୍ପର୍କରେ ବିଭିନ୍ନ ସୁବିଧା ରହିଛି। କିଛି ଦେଶ ପାଇଁ, ଆଗମନ ସମୟରେ ଭିଜା ଉପଲବ୍ଧ, ଯେତେବେଳେ କି ଅନ୍ୟ କିଛି ଦେଶ ଇ-ଭିଜାର ବିକଳ୍ପ ମଧ୍ୟ ପ୍ରଦାନ କରନ୍ତି। ସେହିପରି ଅନ୍ୟ ଦେଶଗୁଡ଼ିକ କେବଳ ଦୂତାବାସ ମାଧ୍ୟମରେ ଭିଜା ଆବେଦନ ଗ୍ରହଣ କରନ୍ତି। ଆପଣଙ୍କୁ କହିରଖୁଛୁ ଯେ…

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ବର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟ ୬୦ ନମ୍ବର ଜାତୀୟ ରାଜପଥ ଧାରିପୋଲ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ରାଜପଥ ନିକଟରେ ପଡିଥିବା ଏକ ବ୍ୟାଗ ଭିତରୁ ନବଜାତ ଶିଶୁ କନ୍ୟାଟିର କାନ୍ଦ ଶୁଭିଥିଲା…

ପ୍ରିତି ଜିଣ୍ଟାଙ୍କୁ ନେଇ ମିଛ ଖବର ପ୍ରଚାର କରିବା କଂଗ୍ରେସକୁ ପଡିଲା ମହଙ୍ଗା, ଏପରି କହିଲେ ଅଭିନେତ୍ରୀ…

ମୁମ୍ବାଇ: ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ବିରୋଧରେ ଏକ ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି । ଏବେ ଏସବୁ ମଧ୍ୟରେ, ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା କେରଳ କଂଗ୍ରେସର ଦାବି ଉପରେ ଆପତ୍ତି ଉଠାଇଛନ୍ତି । ଏହି ମାମଲା କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ସହିତ ଜଡିତ । ଏହି ଖବର…

ଭିଜା ନିୟମରେ ବଡ଼ ପରିବର୍ତ୍ତନ କଲା କାନାଡା, ପ୍ରଭାବିତ ହେବେ ଭାରତୀୟ

ନୂଆଦିଲ୍ଲୀ: ଆମେରିକା ପରେ, କାନାଡା ମଧ୍ୟ ନିଜ ପ୍ରବାସନ ନିୟମ ପରିବର୍ତ୍ତନ କରିଛି। ଏହାର ପ୍ରଭାବ ଭାରତୀୟ ଛାତ୍ର ଏବଂ କର୍ମଜୀବୀ ଲୋକଙ୍କ ଉପରେ ମଧ୍ୟ ପଡ଼ିବ ବୋଲି କୁହାଯାଉଛି। ଏହି ନୂତନ ନିୟମଗୁଡ଼ିକ ଫେବୃଆରୀ ଆରମ୍ଭରୁ କାର୍ଯ୍ୟକାରୀ ହୋଇଛି ଏବଂ କାନାଡିୟ ସୀମା ଅଧିକାରୀମାନଙ୍କୁ…

ମହାଦେବଙ୍କୁ ପ୍ରସନ୍ନ କରିବାକୁ ଜାଗର ଦିନ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ

ଭୁବନେଶ୍ଵର: ମହା ଶିବରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ଶ୍ରେଷ୍ଠ ବା ମହାନ ପର୍ବ। ଏହି ଦିନ ଦେବଦେବ ମହାଦେବଙ୍କୁ ପୂଜା କରଯାଏ। ଏହା ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ସାଧାରଣତଃ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି। ସେ ମଧ୍ୟରୁ ଶିବରାତ୍ରି ବ୍ରତ…

ଦୟା କରି ଆଉ ଆସନି; ଶ୍ରଦ୍ଧାଳୁଙ୍କୁ ଏଭଳି ଅନୁରୋଧ କଲେ ପ୍ରୟାଗରାଜବାସୀ

ପ୍ରୟାଗରାଜ: ମହାକୁମ୍ଭ ପାଇଁ କ୍ରମାଗତ ଭାବରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଥିବା ବେଳେ ପ୍ରୟାଗରାଜ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି। ଏପରିକି ସହରକୁ ଶ୍ରଦ୍ଧାଳୁମାନେ ଆଉ ନଆସିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୋସିଆଲ ମିଡିଆରେ ଜଣେ ସ୍ଥାନୀୟ ବାସିନ୍ଦା…

ଶିଖ୍ ବିରୋଧି ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ:ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍ ଦଣ୍ଡ । ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି ଦିଲ୍ଲୀ କୋର୍ଟ । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୧୯୮୪ ଶିଖ ବିରୋଧୀ ଦଙ୍ଗା,…

ସିଏଜି ରିପୋର୍ଟରେ ଦିଲ୍ଲୀ ମଦ ସ୍କାମ୍: ୨ ହଜାର କୋଟିରୁ ଅଧିକ ରାଜସ୍ବ କ୍ଷତି

ନୂଆଦିଲ୍ଲୀ: ହଟ୍ଟଗୋଳ, ବିରୋଧ ପରେ ବି ଦିଲ୍ଲୀ ବିଧାନସଭାରେ ଆଗତ ହେଲା ସିଏଜି ରିପୋର୍ଟ । ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଯାହା ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୋଲ ଖୋଲିଛି । ପୂର୍ବ ସରକାର କେତେ କ’ଣ ରାଜସ୍ବ…