୭୦ଘଣ୍ଟା ପ୍ଲେ ଟାଇମ୍ ସହିତ ଲଞ୍ଚ ହେଲା ଏହି ଇୟରବଡ୍ସ , ପ୍ରାଇସ ମାତ୍ର ୧୨୯୯
ନୂଆଦିଲ୍ଲୀ: ଟ୍ରୁକ୍ ନିଜର ଲାଟେଷ୍ଟ ଟ୍ରୁ ୱାୟାରଲେସ୍ ଇୟରବଡ୍ସ 'ବଡ୍ସ ଇକୋ ( Buds Echo)' କୁ ଭାରତରେ ଲଞ୍ଚ କରିଛି । ଏଥିରେ ସ୍ୱତନ୍ତ୍ର ୨୪-ବିଟ୍ ସ୍ପେସାଲ୍ ଅଡିଓ ଟେକ୍ନୋଲୋଜି ରହିଛି । ଏହି ନୂତନ ଇୟରବଡ୍ସ ଉପରେ ଏକ ପର୍ଲ ଏସେନ୍ସି ଫିନିଶ୍ ଏବଂ ଟ୍ରାନ୍ସପେରେଣ୍ଟ କେସ୍ ସହିତ, ବଡ୍ସ…