ଔରଙ୍ଗଜେବ ଭୂମିକାରେ ବବି ଦେଓଲ, ଜନ୍ମଦିନରେ ଆସିଲା ‘ହରି ହରା ବୀରା ମଲ୍ଲୁ’ର ଫାଷ୍ଟ୍ ଲୁକ୍
ନୂଆଦିଲ୍ଲୀ: ଅଭିନେତା ବବି ଦେଓଲଙ୍କ ଜନ୍ମଦିନରେ ତାଙ୍କର ଅପକମିଂ ଫିଲ୍ମର ଫାଷ୍ଟ୍ ଲୁକ୍ ଜାରି କରାଯାଇଛି। ଯେଉଁଥିରେ ସେ ହାତରେ ଖଣ୍ଡା ଧରି ଛିଡା ହୋଇଥିବା ନଜର ଆସିଛନ୍ତି।
ଆଗାମୀ ପିରିୟଡ୍ ଫିଲ୍ମ 'ହରି ହରା ବୀରା ମଲ୍ଲୁ'ର ନିର୍ମାତା ନିର୍ମାତାମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ…