Latest Odisha News

BREAKING NEWS

Yearly Archives

2025

ରାଜନୀତିକୁ ଆସିବେ କି ନୀତିଶଙ୍କ ପୁଅ ନିଶାନ୍ତ କୁମାର?

ନୂଆଦିଲ୍ଲୀ: ରାଜନୀତିରେ ଏଣ୍ଟ୍ରି କରିବେ କି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର? ପରଦା ପଛରେ ରହୁଥିବା ନିଶାନ୍ତ ଗତ ଜାନୁଆରୀ ୮ତାରିଖରେ ବାପା ନୀତିଶଙ୍କ ସହ ବଖତିଆରପୁର ଯାଇଥିଲେ । ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ଭବ ହେଲେ ତାଙ୍କ ବାପା ନୀତିଶ କୁମାରଙ୍କ ଭୋଟ୍ ଦେଇ ପୁଣି…

‘ୱାନ୍ ନେସନ୍ ୱାନ୍ ଟାଇମ୍’: କାହିଁକି ସାରା ଦେଶରେ ସମାନ ସମୟ ଲାଗୁ କରିବାକୁ ଚାହୁଁଛନ୍ତି ସରକାର?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଦେଶରେ 'ୱାନ୍ ନେସନ ୱାନ୍ ଟାଇମ୍' ବା ଗୋଟିଏ ରାଷ୍ଟ୍ର ଗୋଟିଏ ସମୟ ଲାଗୁ କରିବାକୁ ଯାଉଛନ୍ତି। ସରକାର ଭାରତୀୟ ମାନକ ସମୟକୁ ବାଧ୍ୟତାମୂଳକ କରିବା ପାଇଁ ଏହି ନିୟମ ପ୍ରସ୍ତୁତ କରିଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଫେବୃଆରୀ ୧୪ ତାରିଖ ସୁଦ୍ଧା…

ଫାଟିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର; ୬ ମୃତ, ୩୧ ଆହତ

ପଞ୍ଜାବ: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏକ ଏଲପିଜି ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ହେବାରୁ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହା ସହ ୨୦ଟି ଘର ମଧ୍ୟ ନଷ୍ଟ ହୋଇଯାଇଛି । ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ…

ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆଜିଠୁ ଲାଗୁ ହୋଇଛି ସମାନ ନାଗରିକ ସଂହିତା ବା ୟୁସିସି । ଦେଶର ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଛି ଉତ୍ତରାଖଣ୍ଡ । ଫଳରେ ବିବାହ, ଛାଡ଼ପତ୍ର, ଲିଭ୍-ଇନ୍ ସଂପର୍କ, ସଂପତ୍ତି, ଉତ୍ତରାଧିକାର ଓ ବହୁବିବାହକୁ ନେଇ ନିୟମରେ ପରିବର୍ତ୍ତନ ହୋଇଛି । ନିୟମ ଲାଗୁ…

ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ହିତାଧିକାରୀ: ଆସନ୍ତା ଚାରି ଦିନରେ ସରିବ ଇ-କେୱାଇସି ଯାଞ୍ଚ

ଭୁବନେଶ୍ଵର: ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି (e-KYC) କରିସାରିଛନ୍ତି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେୱାଇସି…

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ଆଖି ବୁଜିଲା ସିଂହୀ ‘ରେୱା’, ଦୁଇ ଦିନ ପୂର୍ବେ ୩ ଶାବକଙ୍କୁ ଦେଇଥିଲା ଜନ୍ମ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେୱା’ର ମୃତ୍ୟୁ ଘଟିଛି। ୮ ବର୍ଷ ବୟସ୍କା ସିଂହୀର ରେୱା ପ୍ରସବକାଳୀନ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ ଜାନୁଆରୀ ୨୫ ତାରିଖରେ ତୃତୀୟ ଥର ପାଇଁ ସିଂହୀ ରେୱା ମା’ ହେବା ସହ ୩ଟି ଶାବକକୁ ଜନ୍ମ ଦେଇଛି।…

ବଜାରକୁ ଆସିବ ରିଏଲମିର ଏହି ସ୍ମାର୍ଟଫୋନ୍, ରହିଛି ଦମଦାର୍ ଫିଚର

ନୂଆଦିଲ୍ଲୀ: ରିଏଲମି ନିଜର ଗ୍ରାହକଙ୍କ ପାଇଁ ଏକ ନୂତନ ସ୍ମାର୍ଟଫୋନ୍ ଆଣୁଛି । କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ ରିଏଲମି ନେଓ 7SE (Realme Neo 7 SE) ରହିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ତାରିଖ ସମ୍ବନ୍ଧରେ କୌଣସି ଅଫିସିଆଲ୍ ବିବରଣୀ ପ୍ରଦାନ କରିନି । କିନ୍ତୁ ଏହାର ଲିକ୍ସ ସାମ୍ନାକୁ…

ନିର୍ବାଚନୀ ଇସ୍ତାହାର ଜାରି କଲା ଆପ୍‌; ୧୫ଟି ଗ୍ୟାରେଣ୍ଟି ଦେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୫ରେ ମତଦାନ ହେବ । ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଘୋଷଣା କରାଯିବ । ଏହାରି ଭିତରେ ଦିଲ୍ଲୀର…

ମହାକୁମ୍ଭରେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀଙ୍କ ପାଇଁ ଭାଙ୍ଗିଲା ୯୩ ବର୍ଷର ରେକର୍ଡ଼!

ପ୍ରୟାଗରାଜ: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବସଙ୍କ ପତ୍ନୀ ଲରେନ୍ ପାୱେଲ ଜବସ ନିକଟରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାରେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ସେ ତାଙ୍କ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରୟାଗରାଜ ଆସିଥିଲେ। ହେଲେ ସ୍ୱାସ୍ଥ୍ୟଗତ କାରଣରୁ ସେ ସଙ୍ଗମରେ ବୁଡ଼…