Latest Odisha News

BREAKING NEWS

Yearly Archives

2025

ମେଘାଳୟକୁ ଶୋଚନୀୟ ଭାବେ ପରାସ୍ତ କଲା ଓଡିଶା

ଶିଲଂ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଏକ ଇନିଂସ ଓ ୫୬ ରନରେ ମେଘାଳୟକୁ ପରାସ୍ତ କରିଛି । ମେଘାଳୟ ପ୍ରଥମେ ବ୍ୟାଟିଂ କରି ୧୯୮ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଓଡିଶା ଗୋବିନ୍ଦ ପୋଦ୍ଦାର ଓ ରାଜେଶ ଧୂପରଙ୍କ ଆକର୍ଷଣୀୟ ଶତକ ବଳରେ ୭ ୱିକେଟ ବିନିମୟରେ ୫୪୮ ରନ କରି ଇନିଂସ ଘୋଷଣା…

ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ; ୨ ଯାତ୍ରୀ ମୃତ, ୧୦ ଗୁରୁତର

ତାଳଚେର: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି…

ପାଣି ତଳେ ୧୨୦ ଦିନ, ଗିନିଜ ୱାଲ୍ଡ ରେକର୍ଡରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଜଣେ ଜର୍ମାନ ଏରୋସ୍ପେସ୍ ଇଞ୍ଜିନିୟର ପାଣି ତଳେ ରହି ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ୫୯ ବର୍ଷୀୟ ରୁଡିଗର କୋଚ୍ ପାନାମା ଉପକୂଳରୁ ସମୁଦ୍ର ତଳକୁ ୧୧ ମିଟର (୩୬ ଫୁଟ) ତଳେ ପ୍ରାୟ ୧୨୦ ଦିନ ପାଣି ଭିତରେ ବିତାଇଥିଲେ। ରୁଡିଗର ପାଣି ମଧ୍ୟରେ ଏକ 'କ୍ୟାପସୁଲ୍'ରେ ରହୁଥିଲେ।…

ଅଷ୍ଟ୍ରେଲିଆନ ଓପନ ଟେନିସ: ସିନେରଙ୍କୁ ଟାଇଟଲ

ନୂଆଦିଲ୍ଲୀ: ଇଟାଲୀର ଷ୍ଟାର ଟେନିସ ଖେଳାଳି ଜେନିକ ସିନେର ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସିନେର ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭଙ୍କୁ ୬-୩, ୭-୬(୪), ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ତାଙ୍କୁ ୨ ଘଂଟା ୪୨…

ଆସନ୍ତାକାଲିଠୁ ଗହିରମଥା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ

ରାଜନଗର: ସୋମବର ଅର୍ଥାତ୍ କାଲିଠୁ ଆରମ୍ଭ ହେବ ଡଲଫିନ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନ ଧରି ଅର୍ଥାତ୍ ୨୭, ୨୮ ଓ ୨୯ ଯାଏଁ ଡଲଫିନ୍ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା…

“ଚାଇନା ଲ୍ୟାବରୁ କୋରୋନା ଭାଇରାସ ବ୍ୟାପିଛି “

ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ଏଜେନ୍ସି, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଚାଇନାର ଲ୍ୟାବରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ସନ୍ଦେହ ପ୍ରକଟ କରିଛି ଓ କୋଭିଡ -19 ବିସ୍ତାର ପାଇଁ ଚୀନ୍ ଦାୟୀ ବୋଲି ରିପୋର୍ଟରେ ପ୍ରକାଶ କରିଛି  । ତେବେ ଏଜେନ୍ସି ଏ ସମ୍ପର୍କରେ କୌଣସି…

ଟ୍ରେନରୁ ବେଡସିଟ୍, କମ୍ବଳ ଚୋରି କରୁଥିଲେ ସାବଧାନ; ହୋଇପାରେ ଜେଲଦଣ୍ଡ… 

ନୂଆଦିଲ୍ଲୀ: ଟ୍ରେନରେ ବହୁ ପ୍ରକାରର ଲୋକ ଯାତ୍ରା କରନ୍ତି। କିଏ ଫାଷ୍ଟ କ୍ଲାସରେ ଯାତ୍ରା କରୁଥିବା ବେଳେ କିଏ ସାଧାରଣ କୋଚରେ ଯାତ୍ରା କରିଥାନ୍ତି। ତେବେ ଟ୍ରେନ ମଧ୍ଯ ଲୋକମାନଙ୍କ ସୁବିଧା ପାଇଁ ଅନେକ କିଛି ସୁବିଧା ପ୍ରଦାନ କରୁଛି। କିନ୍ତୁ ଯେତେ ସୁବିଧା କଲେ ମଧ୍ଯ ଟ୍ରେନରେ ଚୋରିକୁ…

ଦୁଇଟି ଟ୍ରେନ ମଧ୍ୟରେ ଧକ୍କା, ୩ ବଗି ଲାଇନଚ୍ୟୁତ

କୋଲକତା: ପୁଣି ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ହାଓ୍ବଡାରେ ଦୁଇଟି ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି । ହାୱଡାର ସନ୍ତରାଗାଛି ଏବଂ ଶାଲୀମାର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଯାହ ଦ୍ବାରା ଟ୍ରେନ ଚଳାଚଳ…

ଏହି ଫୁଲକୁ କୁହାଯାଏ ଭଗବାନଙ୍କ ପ୍ରିୟ ଫୁଲ, କେବଳ ଏଠାରେ ମିଳେ,,,

ଭୁବନେଶ୍ଵର: ପୃଥିବୀରେ ଅସଂଖ୍ୟ ଫୁଲ ଦେଖିବାକୁ ମିଳେ । ଏହି ସମସ୍ତ ଫୁଲଗୁଡ଼ିକର କିଛି ନା କିଛି ନିଜସ୍ଵ ମହତ୍ତ୍ୱ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଉତ୍ତରାଖଣ୍ଡର ସେହି ଫୁଲ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଭଗବାନଙ୍କ ପ୍ରିୟ ଫୁଲ କୁହାଯାଏ । ଏହି ଫୁଲର ଅନେକ ଧାର୍ମିକ ମହତ୍ତ୍ୱ…

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭାଙ୍ଗିଲା ଦଳର ସମସ୍ତ ସଂଗଠନ

ଭୁବନେଶ୍ବର: ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ । ଆଗକୁ ବିଜେଡିର ନବକଳେବର ହେବ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି । ଦଳର ସାଙ୍ଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ…