Latest Odisha News

BREAKING NEWS

Yearly Archives

2025

ଏପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ପାଇଁ କରନ୍ତୁ ଆବେଦନ..

ଭୁବନେଶ୍ବର:ପୋଷ୍ଟଅଫିସ ମାଧ୍ୟମରେ ପିଏମ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ପାଇଁ ଆବେଦନ କରିପାରିବେ। ଏହି ଯୋଜନା ଅଧୀନରେ ଏକ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ସିଷ୍ଟମ ଲଗାଯିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ସ୍ଥିର ରଖିଛନ୍ତି । ଏଥିପାଇଁ ସରକାର ସବସିଡି ମଧ୍ୟ ଦେଉଛନ୍ତି । ମାଗଣା…

ଟ୍ରମ୍ପ ଉଠାଇ ଦେଲେ କଟକଣା, ହମାସ ପାଇଁ ବଢ଼ିଲା ବିପଦ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଯେଉଁ କଟକଣା ଲଗାଇଥିଲେ, ବର୍ତ୍ତମାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାହା ଉଠାଇ ଦେଲେ । ଆମେରିକାଠାରୁ ୨ ହଜାର ପାଉଣ୍ଡ ଓଜନରପ ବୋମା ନେବାକୁ ଇସ୍ରାଏଲ୍ ଅର୍ଡର ଦେଇଥିଲା । ସେଥିପାଇଁ ଟଙ୍କା ମଧ୍ୟ ଦେଇ ସାରିଛି । କିନ୍ତୁ ଏହି ବୋମା ମାନବ…

ସୈଫଙ୍କୁ ଆକ୍ରମଣ ଘଟଣା; ମୁମ୍ବାଇ ପୋଲିସର ଭୁଲ୍ ପାଇଁ ଚାକିରି ହରାଇଲେ ଯୁବକ, ଭାଙ୍ଗିଗଲା ବାହାଘର

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସର ଭୁଲ୍ ପାଇଁ ଚାକିରି ହରାଇଲେ ଯୁବକ। ସୂଚନା ଅନୁଯାୟୀ, ଛତିଶଗଡ଼ର ଦୁର୍ଗରୁ ସନ୍ଦିଗ୍ଧ ଭାବରେ ଗିରଫ ବ୍ୟକ୍ତି ଜଣକ ପୋଲିସର ଭୁଲ୍ ପାଇଁ ବ୍ୟକ୍ତି ଜଣକ ସର୍ବସ୍ବ ହରାଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ କହିଛନ୍ତି…

ମହିଳା ହକି ଇଣ୍ଡିଆ ଲିଗ୍ : ପ୍ରଥମ ସଂସ୍କରଣ ଟାଇଟଲ ହାତେଇଲା ଓଡିଶା ଓ୍ବାରିୟର୍ସ

ରାଞ୍ଚି: ଇତିହାସ ରଚିଲା ଓଡିଶା ଓ୍ବାରିୟର୍ସ । ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଟାଇଟଲ ହାସଲ କରିଛି ଓଡିଶା ଓ୍ବାରିୟର୍ସ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି । ଆଜି ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଫାଇନାଲ…

ଆଇସିସି ୧୯ ବର୍ଷରୁ କମ ମହିଳା ବିଶ୍ୱକପ ସେମିରେ ଭାରତ

ନୂଆଦିଲ୍ଲୀ: ଭାରତ ଆଇସିସି ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୮ ୱିକେଟ ବିନିମୟରେ ୬୪ ରନ କରିଥିଲା । ଅଧିନାୟିକା ସୁମୈୟା…

ବ୍ୟୁଟି ପାର୍ଲର ଯାଉଥିଲେ ସାବଧାନ, ହୋଇପାରେ ଷ୍ଟ୍ରୋକ୍

ନୂଆଦିଲ୍ଲୀ: ବ୍ୟୁଟି ପାର୍ଲର ଗୁଡିକରେ ଅନେକ ପ୍ରକାରର କସମେଟିକ୍ ବ୍ୟବହାର କରାଯାଇଥାଏ। ଯାହାଫଳରେ ଜଣେ ବ୍ୟକ୍ତିଙ୍କର ସୁନ୍ଦରତାକୁ ବୃଦ୍ଧି କରାଯାଇଥାଏ। ଏହାବ୍ୟତୀତ ବ୍ୟୁଟି ପାର୍ଲରରେ ସ୍ପା ଏବଂ ମସାଜ ଭଳି ସେବା ମଧ୍ୟ ପ୍ରଦାନ କରାଯାଇଥାଏ। ତେବେ ବ୍ୟୁଟି ପାର୍ଲରରେ ଏହି ସୁବିଧା ସୁଯୋଗ…

ଦିଲ୍ଲୀ ରାଜନୀତିରେ ପୋଲିସ, କେଜ୍ରିୱାଲ କହିଲେ ଆସିଛି ଗୁଜରାଟ ଫୋର୍ସ

ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତିରେ ପୋଲିସକୁ ନେଇ ଜୋର ଧରିଲା ରାଜନୀତି । ଦିଲ୍ଲୀରୁ ପଞ୍ଜାବ ପୋଲିସ ହଟିବା ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ପ୍ରଥମେ ଦିଲ୍ଲୀରୁ ପଞ୍ଜାବ ପୋଲିସ ହଟିବା ପରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ନିୟୋଜିତ ଥିବା ଅତିରିକ୍ତ ପଞ୍ଜାବ ପୋଲିସକୁ ମଧ୍ୟ…

ବାଂଲାଦେଶକୁ ସହାୟତା ବନ୍ଦ କଲା ଆମେରିକା

ନୂଆଦିଲ୍ଲୀ: ବାଂଲାଦେଶକୁ ମିଳୁଥିବା ସମସ୍ତ ପ୍ରକାରର ଆମେରିକୀୟ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଥିବା ନେଇ ୟୁଏସଏଆଇଡି ଟ ଏକ ଚିଠି ଲେଖି ସୂଚନା ଦେଇଛି। ଏହା ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭଳି। ୫ ଅଗଷ୍ଟ ୨୦୨୪ ରେ ଶେଖ ହସିନାଙ୍କ ସରକାର…

ଆଇସିସି ପ୍ରତି ଚ୍ୟାପେଲଙ୍କ ଶବ୍ଦ ବାଣ

ଦୁବାଇ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ମହାନ ଖେଳାଳି ଇଆନ ଚ୍ୟାପେଲ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପ୍ରତି ଶବ୍ଦ ବାଣ ପ୍ରୟୋଗ କରିଛନ୍ତି । ସେ କହିଛନ୍ତି ଆଇସିସି କ୍ରିକେଟ ଚଳାଇବା ପରିବର୍ତେ ଏବ ଇଭେଂଟ ମ୍ୟାନେଜମେଂଟ କମ୍ପାନୀ ପାଲଟି ଯାଇଛି । ଭାରତର ନାମ ନ ନେଇ ସେ କହିଥିଲେ,…

କାଶ୍ମୀରର ଏହି ଗଛରେ ଲାଗିବ ଆଧାର କାର୍ଡ ଭଳି କ୍ୟୁଆର କୋଡ୍

ଶ୍ରୀନଗର: କାଶ୍ମୀରର ସଂସ୍କୃତିର ପ୍ରତୀକ ଚିନାର ଗଛଗୁଡ଼ିକର ସଂରକ୍ଷଣ ଏବଂ ଯତ୍ନ ପାଇଁ ଏକ ଖାସ୍ ପଦକ୍ଷେପ ନିଆଯାଉଛି। ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ହଜାର ହଜାର ଚିନାର ଗଛର ଜିଓ-ଟ୍ୟାଗିଂ କରାଯାଉଛି। ସହରୀକରଣ, ରାସ୍ତା ପ୍ରଶସ୍ତୀକରଣ ଏବଂ ରୋଗପୋକ ଯୋଗୁଁ ଗଛକୁ ହେଉଥିବା କ୍ଷତି…