Latest Odisha News

BREAKING NEWS

Yearly Archives

2025

ଅଧାରେ ରହିଲା ପ୍ୟାରେଡ: ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ, ୨୩ ଆହତ

କଟକ: ସାଧାରଣତନ୍ତ୍ର ଦିବସରେ ଅଘଟଣ। ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ଛାତ୍ରଛାତ୍ରୀ ଯାଉଥିଲେ । ହେଲେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପିକଅପ୍ ଭ୍ୟାନ୍…

ପତାକା ଉତ୍ତୋଳନ କଲେ ନବୀନ; କହିଲେ, ସାମାଜିକ ନ୍ୟାୟ ହାସଲ ଦିଗରେ ଆହୁରି ଅନେକ ବାଟ ଯିବାକୁ ଅଛି

ଭୁବନେଶ୍ୱର: ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସମାବେଶରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତ ଏକ ମହାନ ଦେଶ । ମହାତ୍ମା…

ସୈଫଙ୍କୁ ଛୁରାମାଡ଼ ଘଟଣାରେ ଟ୍ବିଷ୍ଟ; ମ୍ୟାଚ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ଟ୍ବିଷ୍ଟ। ଅଭିନେତାଙ୍କ ଘରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ବାଂଲାଦେଶୀ ଶରିଫୁଲ ଇସଲାମ ଶାହଜାଦର ଫିଙ୍ଗରପ୍ରିଣ୍ଟ ସହିତ ମେଳ ଖାଉନାହିଁ। ସୈଫଙ୍କୁ ଆକ୍ରମଣ ଅଭିଯୋଗରେ ତାଙ୍କୁ ଜାନୁଆରୀ ୧୬ରେ ଗିରଫ କରାଯାଇଥିଲା। ରିପୋର୍ଟ…

ପେପର କପରେ ଚା’ ପିଉଥିଲେ ସାବଧାନ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ଵର: ଶୀତ ହେଉ କି ଖରା । ସକାଳର ଆରମ୍ଭ ଏକ କପ୍ ଚା’ ରୁ ହୋଇଗଲେ ସକାଳଟା ପୁରା ତାଜା ହୋଇଯାଏ । ତେବେ ସଭିଙ୍କୁ ଚା ଏତେତା ପସନ୍ଦ ନଥାଏ । କାହାକୁ ଚା ବଦଳରେ କଫି ପିଇବା ପସନ୍ଦ ଥାଏ । ସେ ଯାହା ବି ହେଉ ଘର ବାହାର, ରାସ୍ତା ଘାଟ ସବୁଠି ଖଲିଥାଏ ଚା’ ପସରା । ଗୋଟେ ଛୋଟ ଛୋଟ ପେପର…

ଅଧିନାୟକ ହେବା ପରେ ସୂର୍ଯ୍ୟକୁମାରଙ୍କ ଫର୍ମ ସାଜିଛି ଚିନ୍ତାର କାରଣ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଭାରତ ୨-୦ରେ ଅଗ୍ରଣୀ ରହିଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନସ୍ତର କ୍ରିକେଟର ଏହି ଛୋଟ ଫର୍ମାଟରେ ଭଲ ରହୁଥିବା ବେଳେ ତାଙ୍କ ବ୍ୟାଟିଂ ପ୍ରଦର୍ଶନ କିନ୍ତୁ ଖରାପ ରହିଛି ।…

ମହିଳା ହକି ଇଣ୍ଡିଆ ଲିଗ୍ :ଆଜି ଫାଇନାଲ ଫାଇଟ୍ , ଓଡିଶା ଓ୍ବାରିୟର୍ସ ବନାମ ସୁରମା ହକି କ୍ଲବ

ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଆଜି ଫାଇନାଲ ଲଢେଇ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସକୁ ଭେଟିବ ସୁରମା ହକି କ୍ଲବ । ଆଜି ସନ୍ଧ୍ୟା ୬ଟାରେ ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯିବ । ସିଧାପ୍ରସାରଣ ଡିଡି ସ୍ପୋର୍ଟ୍ସ, ସୋନୀ ସ୍ପୋର୍ଟ୍ସ…

ମହାମଣ୍ଡଳେଶ୍ବର ହେବା ପରେ ଅଭିନୟକୁ ଫେରିବା ନେଇ ମମତା କୁଲକର୍ଣ୍ଣୀଙ୍କ ପ୍ରତିକ୍ରିୟା…

ପ୍ରୟାଗରାଜ: ପ୍ରାୟ ଏକ ଦଶନ୍ଧି ଧରି ଫିଲ୍ମ କ୍ୟାରିୟର ଏବଂ ଦୁଇ ଦଶନ୍ଧି ଧରି ସିନେମା ଜଗତରୁ ଉଭାନ ଥିବା ମମତା କୁଲକର୍ଣ୍ଣୀ ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ ମମତା ମହାକୁମ୍ଭରେ ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ। ଏପରିକି ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା…

ପଦ୍ମଭୂଷଣ କି ପଦ୍ମଶ୍ରୀ ନୁହେଁ, ପୂର୍ବରୁ ଏହି ନାମରେ ଜଣା ଯାଉଥିଲା ପଦ୍ମ ସମ୍ମାନ

ନୂଆଦିଲ୍ଲୀ: ୨୦୨୫ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଅର୍ଥାତ୍ ଗତକାଲି କେନ୍ଦ୍ର ସରକାର ୨୦୨୫ର ପଦ୍ମ ସମ୍ମାନ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ପଦ୍ମ ବିଜେତା ତାଲିକାରେ କିଛି ଅଜଣା ଓ କେତେକ ଅନନ୍ୟ ପ୍ରତିଭାଧାରୀଙ୍କ ନାମ ରହିଛି…

ରାଷ୍ଟ୍ରପତି ଭବନରେ ‘କୁଛ କୁଛ ହୋତା ହୈ’ ଗାଇଲେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ । ତାଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ବଲିଉଡ୍ ଗୀତ 'କୁଛ କୁଛ ହୋତା…

ଲୁଟେରାଙ୍କ ଟାର୍ଗେଟରେ ବଡ ବଡ ନେତା ମନ୍ତ୍ରୀ, ପୂର୍ବତନ ପିସିସି ସଭାପତିଙ୍କ ଘରୁ ଲୁଟ୍

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ । ନୟାପଲ୍ଲୀ ଭିଆଇପି କଲୋନୀ ସ୍ଥିତ ନିରଞ୍ଜନଙ୍କ ବାସଭବନରୁ ଲୁଟ୍‌ ହୋଇଥିବା ନେଇ ସୂଚନା ମିଳିଛି । ଆଲମିରା ଲକର୍‌ ତାଡ଼ି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ…