Latest Odisha News

BREAKING NEWS

Yearly Archives

2025

ସର୍ବିୟାରେ ବଡ ଅଘଟଣ, ବୃଦ୍ଧାଶ୍ରମରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ

ବେଲଗ୍ରେଡ: ସର୍ବିୟା ରାଜଧାନୀ ବେଲଗ୍ରେଡରେ ବଡ ଅଘଟଣ ଘଟିଛି। ଏଠାରେ ଥିବା ଏକ ବୃଦ୍ଧାଶ୍ରମରେ ଆଜି ସକାଳେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବେଲଗ୍ରେଡର ବରାଜୋବେ ଅଞ୍ଚଳରେ…

ଭାରତୀୟ ସେନାର ସିକ୍ରେଟ୍ ସ୍ମାର୍ଟ ଫୋନ୍ ‘ସମ୍ଭବ’; କ’ଣ ରହିଛି ବିଶେଷତ୍ୱ?

ନୂଆଦିଲ୍ଲୀ: ଏବେ ସିକ୍ରେଟ 'ସମ୍ଭବ' ସ୍ମାର୍ଟ ଫୋନ ଧରିବେ ଭାରତୀୟ ଜବାନ ମାନେ । ବର୍ଡର ଅଞ୍ଚଳରେ ଏହାର ବ୍ୟବହାର ସହ କଥା ମଧ୍ୟ ହୋଇପାରିବେ ସେନା ମାନେ । ଏହି ସ୍ମାର୍ଟଫୋନଗୁଡ଼ିକୁ ଲିକ-ପ୍ରୁଫ ଏବଂ ସୁରକ୍ଷିତ ଯୋଗାଯୋଗର ଏକ ମାଧ୍ୟମ ଭାବରେ ବିକଶିତ କରାଯାଇଛି । 'ସମ୍ଭବ' ହେଉଛି ସିକ୍ୟୁର…

ଗ୍ରହପୁଞ୍ଜ ପ୍ୟାରେଡ୍ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ବ୍ଯବସ୍ଥା

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୨୧ରୁ ୩୧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ସୌର ଜଗତରେ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦେଖାଯିବ। ଏହି ଗ୍ରହଗୁଡ଼ିକ ଏକ ସରଳ ରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର…

ତିରୁମାଲା ମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ମନ୍ଦିର ପରିସରରେ ଅଣ୍ଡା ବିରିୟାନି ଖାଉଥିବା ଧରାପଡିଲେ ଭକ୍ତ

ତିରୁପତି: ତିରୁମାଲା ମନ୍ଦିରରେ ସୁରକ୍ଷା ତ୍ରୁଟିକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । ମନ୍ଦିର ଭିତରେ ଜଣେ ଭକ୍ତ ଅଣ୍ଡା ବିରିୟାନି ଖାଉଥିବାର ଧରାପଡ଼ିବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିରୋଧୀ ଦଳଗୁଡ଼ିକ ଏଥିପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ…

ବାପାଙ୍କୁ ଦାମୀ ବାଇକ ଉପହାର ଦେଲେ ରିଙ୍କୁ ସିଂ

ନୂଆଦିଲ୍ଲୀ: ଆଇପିଏଲ ମାଧ୍ୟମରେ ଷ୍ଟାର କ୍ରିକେଟର ସାଜିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ବିବାହ ସମ୍ପର୍କୀତ ଖବର ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ରିଙ୍କୁଙ୍କ ପିଲାବେଳ ଅଭାବ ଅନାଟନରେ କଟିଛି । ତାଙ୍କ ବାପା ଖାନଚାନ୍ଦ ସିଂ ସିଲିଣ୍ଡର ଡେଲିଭରୀ କାମ କରି ପରିବାର ପୋଷଣ…

ଦୟା ଜଳ ପ୍ରଦୂଷିତ, ପିଇବା ପାଇଁ ଅନୁପଯୁକ୍ତ: ପୁରୀ ସିଡିଏମଓ

ପୁରୀ: ଦୟା ନଦୀର ପାଣି ଅତ୍ୟନ୍ତ ପ୍ରଦୂଷିତ ଏବଂ ଏହା ଲୋକଙ୍କ ପିଇବା ପାଇଁ ଉପଯୁକ୍ତ ନୁହେଁ। ଏହାକୁ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ପୁରୀର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ରୂପଭାନୁ ମିଶ୍ର। ସୂଚନା ଅନୁଯାୟୀ, କଣାସ ବ୍ଲକର ଗୋପୀନାଥପୁର ଏବଂ ଗଡିଶଗୋପା…

ଭାରତୀୟ ନୌସେନା ଯବାନଙ୍କ ଡ୍ୟାନ୍ସ ବ୍ରେକ୍ ଭିଡଓ ଭାଇରାଲ

ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଭାରତର ରାଜଧାନୀ ନୂଆଦିଲ୍ଲୀରେ ପରେଡ୍ ଆୟୋଜିତ ହୋଇଥାଏ। ପ୍ରତିବର୍ଷ ପରି ଏହି ପରେଡରେ ସାମରିକ, ସାଂସ୍କୃତିକ ଏବଂ ବୈଷୟିକ ସଫଳତା ପ୍ରଦର୍ଶିତ ହେବ । ଏନେଇ ଦେଶର…

ୱିଜଡେନ ବାଛିଲା ଶ୍ରେଷ୍ଠ ଟେଷ୍ଟ ଏକାଦଶ: ବୁମରାହ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ପତ୍ରିକା ୱିଜଡେନ ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ ଚୟନ କରିଛି । ଏହି ଏକାଦଶରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ଅଧିନାୟକ ଭାବେ ଚୟନ କରାଯାଇଛି । ଏହି ଦଳରେ ଓଭରାଲ ୩ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ସେମାନେ ହେଲେ ବୁମରାହ, ଯଶସ୍ୱୀ…

ବର୍ଷ ବର୍ଷ ଧରି ସ୍ନାନ କରନ୍ତିନି ନାଗା ସାଧୁ !

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଦିବ୍ୟ ଆୟୋଜନ। ଦେଶ ବିଦେଶରୁ ଅନେକ ସାଧୁଙ୍କ ସମେତ ଦେଖିବାକୁ ମିଳୁଛନ୍ତି ନାଗା ସାଧୁ। ମହାକୁମ୍ଭରେ ନାଗା ସାଧୁଙ୍କର ମହତ୍ତ୍ଵ ଅଧିକ ହୋଇଥାଏ। ଏପରିକି ଏମାନଙ୍କ ବିନା ମହାକୁମ୍ଭ ଆରମ୍ଭ ବି ହୋଇନଥାଏ। ପରମ୍ପରା ଅନୁସାରେ ନାଗା ସାଧୁ ପ୍ରଥମେ…

ମଣିଷ ପ୍ରଥମେ କେଉଁ ପ୍ରାଣୀକୁ ଗୃହ ପାଳିତ ପଶୁ କରିଥିଲା?

ନୂଆଦିଲ୍ଲୀ: ମଣିଷ ଏବଂ ପଶୁଙ୍କ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା । କୁହାଯାଏ ଯେ ମାନବ ସଭ୍ୟତା ବିକଶିତ ହେବା ସହିତ, ମଣିଷ ଏବଂ ପଶୁପକ୍ଷୀ ବନ୍ଧୁ ହୋଇଗଲେ । ମଣିଷ ନିଜ ସୁବିଧା ଅନୁସାରେ ପଶୁମାନଙ୍କୁ ବ୍ୟବହାର କରୁଥିଲା । ମଣିଷ ଖାଦ୍ୟ ଏବଂ ଜିନିଷପତ୍ର ପରିବହନ ପାଇଁ ଏବଂ କ୍ଷୀର ଭଳି…