ଟ୍ରମ୍ପଙ୍କ ଶପଥ ଗ୍ରହଣର ୧୦ ଘଣ୍ଟା ପୂର୍ବରୁ ରେକର୍ଡ କଲା ବିଟକଏନ୍
ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର ପ୍ରାୟ ୧୦ ଘଣ୍ଟା ପୂର୍ବରୁ, କ୍ରିପ୍ଟୋକରେନ୍ସି ବଜାରରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ବିଟକଏନ୍ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ବିଟକଏନ୍ ମୂଲ୍ୟ ୧୭ ଡିସେମ୍ବରରେ ବୃଦ୍ଧି ପାଇଥିଲା।…