Latest Odisha News

BREAKING NEWS

Yearly Archives

2026

ନିଦ୍ରାହୀନତା ଠାରୁ ଆରମ୍ଭ କରି ମେଦବହୁଳତା: ରାତିରେ ବିଳମ୍ବରେ ଖାଇବା ଅଭ୍ୟାସ ପାଲଟିପାରେ ମୃତ୍ୟୁର କାରଣ!

ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ୍ କାମ ଏବଂ ସୋସିଆଲ୍ ମିଡିଆର ପ୍ରଭାବ ଯୋଗୁଁ ଅନେକ ଲୋକଙ୍କର ଶୋଇବା ଏବଂ ଖାଇବା ସମୟରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏହି କାରଣରୁ ରାତି ଡେରିରେ ଖାଇବା ଏବେ ଅନେକଙ୍କ ପାଇଁ ଏକ ସାଧାରଣ ଅଭ୍ୟାସରେ ପରିଣତ…

Genguti River: ୫୦ ଫୁଟ୍ ଧସିଲା ଗେଙ୍ଗୁଟି ନଦୀବନ୍ଧ; କାର୍ଯ୍ୟର ମାନକୁ ନେଇ ଉଠିଲା ପ୍ରଶ୍ନ

ଧାମନଗର:ଗତ ୪ ଦିନର ଲଦିନର ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ଦେଖାଯାଇଛି । ଏପଟେ ଆଜି ଭଦ୍ରକ ଜିଲ୍ଲା ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦଳାଙ୍ଗ ପଞ୍ଚାୟତର ରାମେଶ୍ଵରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧ ଧସିଯାଇଛି।ବନ୍ଧରେ ପ୍ରାୟ ୫୦…

‘ଏହି ବନ୍ଧୁତାକୁ କେବେ ଭୁଲିବନି ଇରାନ’: ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଭାରତର ଉପସ୍ଥିତିକୁ ନେଇ…

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ତଥା ସୁପ୍ରିମ୍ ଲିଡର୍ ଆୟାତୁଲ୍ଲା ସୟଦ୍ ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ସମାରୋହରେ ଭାରତର ସକ୍ରିୟ ଯୋଗଦାନକୁ ନେଇ ଇରାନ ସରକାର ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଜାତୀୟ ଶୋକ ସମୟରେ ଭାରତ ସରକାର ଏବଂ ଏହାର ପ୍ରତିନିଧି ମଣ୍ଡଳୀ ଯେଉଁଭଳି…

ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି l…

ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ଖବର: ଟ୍ରାକ୍ ନବୀକରଣ ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ଟି ମେମୁ ଟ୍ରେନ୍ ବାତିଲ

ଭୁବନେଶ୍ୱର: ଯଦି ଆପଣ ଆଗାମୀ ଦିନରେ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଷ୍ଟେସନ୍ ବାହାରିବା ପୂର୍ବରୁ ନିଜ ଟ୍ରେନ୍‌ର ସମୟ ଏବଂ ସ୍ଥିତି ନିଶ୍ଚୟ ଯାଞ୍ଚ କରିନିଅନ୍ତୁ। କାରଣ ପୂର୍ବତଟ ରେଳପଥ ଅଧୀନରେ ଥିବା ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ସୁରକ୍ଷା ଦୃଷ୍ଟିକୋଣରୁ…

ରାୟଗଡ଼ା ଭିଡ଼ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୪ ଛୁଇଁଲା ଗିରଫ ସଂଖ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ପିଲାଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକ ସହ ଅନ୍ୟ ଯୁବକ ରାଜେଶ ଉଲ୍ଲକାକୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି । ଏହାକୁ ମିଶାଇ ଏହି ଘଟଣାରେ…

ରଥ କର୍ଡନ୍ ଭିତରକୁ ଗଲେ ତଡ଼ିବ ପୋଲିସ୍! ଆଉ ବଣ୍ଟା ହେବନି ଅତିରିକ୍ତ ପାସ୍, ଶୃଙ୍ଖଳିତ ରଥଯାତ୍ରା ପାଇଁ…

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରଥ ନିକଟରେ ଅଯଥା ଭିଡ଼ ଯୋଗୁଁ ଉପୁଜୁଥିବା ବିଶୃଙ୍ଖଳାକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ…

ମଣିପୁରରେ ଉଗ୍ରବାଦୀ ବିରୋଧୀ ଅଭିଯାନ ଜାରି: ୨୪ ଘଣ୍ଟାରେ ୧୦ ଗିରଫ; ଅସ୍ତ୍ରଶସ୍ତ୍ର, ଗଞ୍ଜେଇ ଜବତ

ନୂଆଦିଲ୍ଲୀ:ମଣିପୁରରେ ବିଦ୍ରୋହ ଏବଂ ନିଶା କାରବାର ବିରୋଧରେ ଏକ ବଡ଼ ଅଭିଯାନରେ, ସୁରକ୍ଷା ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ ସହିତ ଜଡିତ ୬ ଜଣ ଉଗ୍ରବାଦୀ ଏବଂ ୪ ଜଣ ନିଶା ଚୋରାଚାଲାଣକାରୀଙ୍କୁ ଗିରଫ କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଗିରଫ…

ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସଞ୍ଜୁ ବିଦା

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ସୋମବାର ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଦଳର ଘୋଷଣା କରାଯାଇଛି । ୧୫ ଜଣିଆ ଦଳରୁ ଟି୨୦ ବିଶ୍ୱକପର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ସଞ୍ଜୁ ସାମସନ ବାଦ ପଡିଛନ୍ତି । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ସ୍ଥାନ ବଜାୟ…

ଅନଲାଇନ୍ ପାର୍ସଲ୍ ଖୋଲିବା ମାତ୍ରେ ଉଡ଼ିଗଲା ହୋସ୍! ସ୍ପିକର୍ ବଦଳରେ ବକ୍ସରୁ ବାହାରିଲା ମାଟି ପଥର

ଭୁବନେଶ୍ୱର: ଆଜିକାଲି ଘରେ ବସି ଅନଲାଇନ୍ ମାଧ୍ୟମରେ ସପିଂ କରିବା ଲୋକଙ୍କ ପାଇଁ ଅତି ସାଧାରଣ କଥା ହୋଇଗଲାଣି। ହେଲେ ବେଳେବେଳେ ଏହି ସୁବିଧାଜନକ ଅନଲାଇନ୍ ସପିଂ ଗ୍ରାହକଙ୍କୁ ଏମିତି ଚକମା ଦେଉଛି ଯେ, ଯାହାକୁ ଦେଖିଲେ ଆପଣଙ୍କର ବି ଅକଲ ଗୁଡୁମ୍ ହୋଇଯିବ। ରାଜଧାନୀ ଭୁବନେଶ୍ୱରରେ ଏବେ ଏଭଳି ଏକ…