ଭାରତୀୟ କ୍ରିକେଟ୍ ଦଳର ସହାୟକ କୋଚ୍ ରୟାନ୍ ଟେନଙ୍କ ଇସ୍ତଫା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ସହାୟକ କୋଚ୍ ରୟାନ୍ ଟେନ୍ ଡୋସାଟେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଇଂଲଣ୍ଡ ଗସ୍ତ ସମୟରେ ହିଁ ସେ ବିସିସିଆଇକୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇ ସାରିଥିଲେ। ଏବେ ସେ କୋଲକାତା ନାଇଟ୍ ରାଇଡର୍ସର କୋଚିଂ ଷ୍ଟାଫ୍ରେ ଯୋଗଦେବେ । ୨୦୨୪ ଟି୨୦ ୱାର୍ଲ୍ଡ…