ବୈଭବ, ମୟଙ୍କଙ୍କ ଚମତ୍କାର ପ୍ରଦର୍ଶନ: ଜିମ୍ବାୱେ ବିପକ୍ଷ ସିରିଜକୁ ୩-୦ରେ ଜିତିଲା ଭାରତ
ନୂଆଦିଲ୍ଲୀ: ଆୟର୍ଲାଣ୍ଡ ଓ ଇଂଲଣ୍ଡ ନିକଟରୁ କ୍ରମାଗତ ୨ଟି ଟି୨୦ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଟିମ ଜିମ୍ବାୱେ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରିଛି । ଶ୍ରେୟାଶ ଆୟାର ନେତୃତ୍ୱାଧୀନ ଟିମ ଇଣ୍ଡିଆ ୩-୦ରେ ଜିମ୍ବାୱେକୁ ମାତ ଦେଇଛି । ଶ୍ରେୟାଶଙ୍କ ଏହା ପ୍ରଥମ ଟି୨୦ ସିରିଜ ବିଜୟ ।…