Latest Odisha News

BREAKING NEWS

Yearly Archives

2026

ପେଟରେ ଫସିଥିବା ଗ୍ୟାସ୍ ଯନ୍ତ୍ରଣାର କାରଣ ଏବଂ ଏଥିରୁ ମୁକୁଳିବାର ସହଜ ଉପାୟ

ପେଟରେ ଗ୍ୟାସ୍ ସମସ୍ୟା ଏକ ସାଧାରଣ କଥା ହୋଇପାରେ, କିନ୍ତୁ ଅନେକ ସମୟରେ ଏହା ଏତେ ଭୟଙ୍କର ଯନ୍ତ୍ରଣା ଦେଇଥାଏ ଯେ ରୋଗୀକୁ ଲାଗେ ଯେପରି କୌଣସି ବଡ଼ ରୋଗ ବା ମେଡିକାଲ୍ ଏମର୍ଜେନ୍ସି ସୃଷ୍ଟି ହୋଇଛି। ପେଟରେ ଗ୍ୟାସ୍ ଫସିଗଲେ ପ୍ରକୃତରେ ଶରୀର ଭିତରେ କ’ଣ ହୁଏ ଏବଂ କାହିଁକି ଏତେ କଷ୍ଟ ହୁଏ, ସେ…

ଲାଭ ବଢ଼ାଇବା ଲକ୍ଷ୍ୟରେ ଜେପ୍ଟୋ: ବଢ଼ିଲା ଫ୍ରି ଡେଲିଭରି ପାଇଁ ସର୍ବନିମ୍ନ ଅର୍ଡର ମୂଲ୍ୟ

ନୂଆଦିଲ୍ଲୀ: ଅନଲାଇନ୍ ମାଧ୍ୟମରେ ଘରୋଇ ସାମଗ୍ରୀ ଓ ଗ୍ରୋସରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। କ୍ୱିକ୍ କମର୍ସ ପ୍ଲାଟଫର୍ମ 'ଜେପ୍ଟୋ' ନିଜର ଫ୍ରି ଡେଲିଭରି ନିୟମରେ ପରିବର୍ତ୍ତନ କରିଛି। ଏଣିକି ମାଗଣାରେ ସାମଗ୍ରୀ ଡେଲିଭରି ପାଇବା ପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା…

ଆମେରିକା-ଇରାନ ବିବାଦ: ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ? ନୂଆ ତଥ୍ୟ କଲା ଖୁଲାସା

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ ରହିବ, ତାହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଉଭୟ ଦେଶ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ନିଜର ଦବଦବା ଦାବି କରୁଥିବା ବେଳେ ସାମୁଦ୍ରିକ ଗମନାଗମନର ସଦ୍ୟତମ ତଥ୍ୟ ଏକ…

ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଜନ୍ମମାଟି ବିଜେପୁର ଦାନାରାଗୁଡ଼ାରେ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ଲାଞ୍ଜିଗଡ଼ରେ ଶୋକରେ ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, କିଛି ଦିନ…

ଆମେରିକା-ଇରାନ ଯୁଦ୍ଧ ଆଶଙ୍କା: କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ/ୱାଶିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ରାଜନୈତିକ ଉତ୍ତେଜନା ବିଶ୍ୱ ଅର୍ଥନୀତି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳସ୍ୱରୂପ, କ୍ରମାଗତ ଚତୁର୍ଥ ଦିନ ପାଇଁ…

ଜେନ-ଜି ରାସ୍ତା ଆପଣାଇଲେ କ’ଣ ହେବ? ଜାତିଭିତ୍ତିକ ଜନଗଣନାକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ନିକଟରେ ଛାତ୍ର ସମସ୍ୟାକୁ ନେଇ ଦେଶରେ…

ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ଚୀନ୍, ତୀବ୍ରତା ୫.୬

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଚୀନର କିଙ୍ଗହାଇ ପ୍ରଦେଶରେ ବୁଧବାର ସ୍ଥାନୀୟ ସମୟ ସକାଳ ୫:୩୬ ସମୟରେ ଏକ ଭୂମିକମ୍ପ ହୋଇଥିଲା। ଚୀନ୍ ଭୂମିକମ୍ପ ନେଟୱାର୍କସ୍ ସେଣ୍ଟର (CENC) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୫.୬ ଥିଲା। ଏହାର କେନ୍ଦ୍ରସ୍ଥଳ କିଙ୍ଗହାଇର ହାଇକ୍ସି ପ୍ରଦେଶରେ ଭୂମି ତଳେ ପ୍ରାୟ ୧୦…

ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର: ଫୁଲୁଛି ବୈତରଣୀ ଓ ସାଳନ୍ଦୀ। ସେହିପରି ବ୍ରାହ୍ମଣୀ, ଖରସ୍ରୋତା, କାଣୀ ଓ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ୨ଟି ବ୍ଲକର ୩୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ସେହିପରି ଭଦ୍ରକ ଆଖୁଆପଦାରେ ବୈତରଣୀ ୧୮.୩୩ ମିଟର ବିପଦ ସଙ୍କେତ ଅତିକ୍ରମ…

ପୁଣି ଥାର ଆତଙ୍କ; ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଓ ଷଣ୍ଢ ମୃତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୋଟିଏ ଷଣ୍ଢ ମଧ୍ଯ ପ୍ରାଣ ହରାଇଛି। ସୂଚନା ଅନୁଯାୟୀ, ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଥାର ନିୟନ୍ତ୍ରଣ…

କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ; ୯ ମୃତ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଅନୁଯାୟୀ, କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟରେ ଥିବା ଏକ…