ଏଣିକି ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର
ଭୁବନେଶ୍ୱର: ଡିଏଲକୁ ନେଇ ଆସିଛି ବଡ଼ ଖବର। ବିନା ନୋଟିସରେ ଡିଏଲ କ୍ୟାନସଲରେ ଲାଗିବ ରୋକ୍। ଅର୍ଥାତ୍ ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର। ଯଦି ଆପଣ ସଡ଼କ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି ଏନେଇ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ସନ୍ତୋଷଜନକ ଉତ୍ତର…