ରାମ ମନ୍ଦିର ପ୍ରସଙ୍ଗ; ଦାନ ଅର୍ଥ ଫେରସ୍ତ ପାଇଁ ଦାବି କରିବେ ଦିଗବିଜୟ ସିଂହ, ୧.୧୧ ଲକ୍ଷ ଦେଇଥିଲେ…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାମ ମନ୍ଦିର ଦାନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ ସେ ଅଯୋଧ୍ୟା କୋର୍ଟରେ ଏକ ମାମଲା ଦାୟର କରିବେ ଏବଂ ପାଣ୍ଠିର ଅପବ୍ୟବହାର ଓ ଆତ୍ମସାତକୁ ଉଲ୍ଲେଖ କରି ରାମ ମନ୍ଦିର…