CM grievance: ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜାଣନ୍ତୁ ଅନଲାଇନ ପଞ୍ଜୀକରଣ ସମୟ
ଭୁବନେଶ୍ୱର: ଗତ କିଛିଦିନ ଧରି ଭୁବନେଶ୍ୱରରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ। ଆସନ୍ତା ୨୭ ତାରିଖ ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ସୋମବାର ସକାଳ ୮ଟାରେ ଜନ ଅଭିଯୋଗ ଶୁଣାଣି ହେବ। ଉକ୍ତ ଅଭିଯୋଗ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖ…