85 crore Alimony: ଛାଡପତ୍ର ପାଇଁ ୮୫ କୋଟି ନେଇ ଛାଡିଲେ ଭାରତୀୟ ବଂଶୋଦ୍ଭବ ମହିଳା…
ନୂଆଦିଲ୍ଲୀ: ୨୩ ବର୍ଷ ପର୍ଯ୍ୟନ୍ତ ଛାଡିଲେନି ସ୍ବାମୀଙ୍କ ପିଛା
ସାଢେ ୩ କୋଟି ଆଲିମନି ଦେଇ ରଫାଦଫା କରିଦେଇଥିଲେ ସ୍ବାମୀ
୮୫ କୋଟି ନେଇ ମାନିଲେ ମହିଳା
ଛାଡପତ୍ର ନେବାର ୨୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା । କିଛି ଏପରି ଘଟଣା ସାମ୍ନାକୁ…