୩ ଟ୍ରକ୍ରେ ଚାଲାଣ କରୁଥିଲେ ମଇଁଷି…ବନ୍ଧାହେଲେ ୩
କୋମନା:ପୋଲିସକୁ ମିଳିଲା ବଡ ସଫଳତା । ବେଆଇନ ମଇଁଷି ଚାଲାଣ ବେଳେ ନୂଆପଡ଼ା ଜିଲ୍ଲା କୋମନା ପୋଲିସର ଚଢାଉ । କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଜାତୀୟ ରାଜପଥ କ୍ରିଷ୍ଣା ଛକ ନିକଟରେ ଚଢ଼ାଉ କରି ୩ଟି ଟ୍ରକ୍ରୁ ୮୩ଟି ମଇଁଷିକୁ ଉଦ୍ଧାର କରିବା ସହ ୩ ଜଣଙ୍କୁ…