Lord Jagannath’s Black Face: କାହିଁକି କଳା ଆମ କାଳିଆ ସୁନା?
ପୁରୀ: ଆଉ ମାତ୍ର ମଝିରେ ଗୋଟିଏ ଦିନ, ବଡଦାଣ୍ଡରେ ମିଶିବ ଭକ୍ତ ଏବଂ ଭଗବାନଙ୍କ ବେନିନୟନ । ଯାହାପାଇଁ ବ୍ୟାକୁଳ ଭକ୍ତଙ୍କ ମନ । ସେ ପୁରୀ ରଥଯାତ୍ରା ହେଉ କି ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ପ୍ରାୟ ପ୍ରତ୍ୟେକ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସେ,…