16-day fast: ୧୬ ଦିନ ଧରି ଉପବାସରେ ସୋନମ ୱାଙ୍ଗଚୁକ! ଅଧିକ ଦିନ ନଖାଇଲେ ଶରୀରରେ ହୁଏ କ’ଣ?
ନୂଆଦିଲ୍ଲୀ: ୧୬ ଦିନ ହେଲାଣି ଦାନାଟିଏ ବି ନେଇନାହାନ୍ତି ସୋନମ ଓ୍ବାଙ୍ଗଚୁକ୍!
ଜାଣନ୍ତୁ, ଶରୀର ଉପରେ କିପରି ପ୍ରଭାବ ପକାଏ ଉପବାସ?
ଶିକ୍ଷା ବ୍ୟବସ୍ଥାରେ ହେଉଥିବା ଅନିୟମିତତାକୁ ନେଇ ଲଦାଖର ପରିବେଶବିତ୍ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ୧୬ତମ ଦିନରେ ପହଞ୍ଚିଛି।…