Latest Odisha News

BREAKING NEWS

Yearly Archives

2026

ରେକର୍ଡ ଭାଙ୍ଗୁଛି ‘ମାଇକେଲ୍’; ୧୦୦ କୋଟିରୁ ଅଧିକ…

ନୂଆଦିଲ୍ଲୀ: "ମାଇକେଲ୍" ଫିଲ୍ମ ଏପ୍ରିଲ୍ ୨୪ ତାରିଖରେ ମୁକ୍ତିଲାଭ କରିଥିଲା। ଏହା ବକ୍ସ ଅଫିସ୍ ରେ ଭଲ ପ୍ରଦର୍ଶନ କରିଥିଲା ବେଳେ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। "ମାଇକେଲ୍" ସାରା ବିଶ୍ୱରେ ୧ ବିଲିୟନ ଡଲାର ଅତିକ୍ରମ କରିଛି। ଏହି ମାଇଲଖୁଣ୍ଟ ହାସଲ କରିଥିବା ପ୍ରଥମ ବାୟୋପିକ୍…

ଆଉ ହେବନି ଅଦିନିଆ ରଥଯାତ୍ରା, ଗଜପତିଙ୍କୁ ଚିଠି ଲେଖି ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଇସ୍କନ

ପୁରୀ: ଶାସ୍ତ୍ର ଓ ପରମ୍ପରା ବିରୋଧରେ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର କଡ଼ା ଆଭିମୁଖ୍ୟ ପରେ, ବିଭିନ୍ନ ସ୍ଥାନରେ ଇସ୍କନ୍ (ISKCON) ଦ୍ୱାରା ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପ୍ରଶାସନିକ…

ଔଷଧ ଦୋକାନୀଙ୍କ ମନମାନି ଉପରେ ବାଜିବ ଚାବୁକ୍! ମେଡିସିନ୍ କିଣିବାକୁ ଯାଉଥିଲେ ଜାଣିରଖନ୍ତୁ ଏହି ନୂଆ ନିୟମ…

ଭୁବନେଶ୍ୱର: ସାଧାରଣତଃ ରୋଗରେ ପଡ଼ିଲେ ଡାକ୍ତରଖାନା ଖର୍ଚ୍ଚ ଅପେକ୍ଷା ଔଷଧ ବିଲ୍ ଦେଖି ରୋଗୀଙ୍କ ଅଧା ଜୀବନ ଚାଲିଯାଏ। ଦୋକାନକୁ ଦୋକାନ ମେଡିସିନ୍ ଦରରେ ଥିବା ତାରତମ୍ୟ ଗରିବ ଖଟିଖିଆଙ୍କ ପକେଟ୍ କାଟିଥାଏ। କିନ୍ତୁ ଏଣିକି ଆଉ ଚଳିବନି ଫାର୍ମାସି ମାଲିକଙ୍କ ମନମାନି। ରାଜ୍ୟର ସାଧାରଣ ଲୋକଙ୍କ…

ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଏଥର କିନ୍ତୁ ବଦଳିବ ଚିତ୍ର! ରଥଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତ କରିଛି ଏହି…

ପୁରୀ: ପୁରୀ ମାନେ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଉ ତାଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘୋଷଯାତ୍ରା ସମୟରେ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଜନସମୁଦ୍ର ସୃଷ୍ଟି ହୋଇଥାଏ। ଦେଶ ବିଦେଶରୁ ଛୁଟି ଆସନ୍ତି ଅଗଣିତ ଶ୍ରଦ୍ଧାଳୁ। ତେବେ ଏତେ ବଡ଼ ଭିଡ଼ ଭିତରେ ସବୁଠାରୁ ବଡ଼ ସମସ୍ୟା ପାଲଟିଥାଏ…

Congress slams government: ‘ସାଧାରଣ ଲୋକଙ୍କ ଦୁଃଖ ଉପରେ କେବେ କହିବେ ପ୍ରଧାନମନ୍ତ୍ରୀ?’ ମହଙ୍ଗାଇ…

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ମହଙ୍ଗାଇକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି, "ସାଧାରଣ ଲୋକଙ୍କ ଦୁଃଖ ଓ ମହଙ୍ଗାଇ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମୁହଁ ଖୋଲିବେ?" ସୋସିଆଲ ମିଡିଆ…

ରାଜଧାନୀ ରାସ୍ତାରେ ହିଟ୍ ଆଣ୍ଡ ରନ୍, ମର୍ସିଡିଜ୍ କାର ଡ୍ରାଇଭର ଗିରଫ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ପୁଣିଥରେ ଦେଖିବାକୁ ମିଳିଛି ରକ୍ତର ଖେଳ। ଖାଲି ରାସ୍ତା ପାଇ ବେପରୁଆ ଗତିରେ ମାଡ଼ି ଆସୁଥିଲା ଏକ ଦାମୀ କାର୍, ଆଉ କ୍ଷଣିକ ଭିତରେ ନେଇଗଲା ଜଣେ ନିରୀହର ଜୀବନ। ଭୁବନେଶ୍ୱରରେ ଘଟିଥିବା ଏହି ଛାତିଥରା ଦୁର୍ଘଟଣା ଏବେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…

ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଅଗଷ୍ଟ ୧୫ ସୁଦ୍ଧା ମୁକୁଳିବେ ଏହି ହାଇ-ପ୍ରୋଫାଇଲ୍ ଅପରାଧୀ!

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ ହାଇ-ପ୍ରୋଫାଇଲ୍ ଅପରାଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଓଡ଼ିଶା ତଥା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ଏକ ବର୍ବର ହତ୍ୟାକାଣ୍ଡର ମୁଖ୍ୟ ନାୟକ ଏବେ କାରାଗାରରୁ ମୁକୁଳିବାକୁ…

OCCL କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରଫ, ୯ ପ୍ଲଟ ସହ ୩୨୫ ଗ୍ରାମରୁ ଅଧିକ ସୁନା…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ମଙ୍ଗଳବାର ଦିନ ଓଡ଼ିଶା ନିର୍ମାଣ ନିଗମ (ଓସିସି) ଲିମିଟେଡର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ତାଙ୍କୁ ଜୟପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟରେ…

ନବୀନଙ୍କୁ ପରୋକ୍ଷରେ ‘ଧୃତରାଷ୍ଟ୍ର’ କହିଲେ ପ୍ରଭାତ, ଦେଲେ ‘କୁରୁବଂଶ’ ଭଳି ଧ୍ୱଂସ ହେବାର…

କଟକ: ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଏବେ ତୀବ୍ର ରୂପ ନେଇଛି। ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ରାଜନୀତିକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ମହାଭାରତ ଯୁଦ୍ଧର ରୂପ ନେଲାଣି। ନବୀନ…

‘Black Magic’ in Karnataka court: ବିଚାରପତିଙ୍କ ଚୌକିରେ କରିଥିଲେ କଳାଯାଦୁ, ସିସିଟିଭିରେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବଲ୍ଲାପୁରରୁ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୬୫ ବର୍ଷୀୟା ମହିଳାଙ୍କୁ ବିଚାରପତିଙ୍କ ଚେୟାରରେ କଥିତ ଭାବେ କଳାଯାଦୁ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।…