କେରଳରେ କିଏ ହେବେ ମୁଖ୍ୟମନ୍ତ୍ରୀ? କଂଗ୍ରେସରେ ଲାଗି ରହିଛି ଛକାପଞ୍ଝା
ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ, କଂଗ୍ରେସ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ନିଷ୍ପତ୍ତି ନେଇନାହିଁ। କିଏ ହେବେ ମୁଖ୍ୟମନ୍ତ୍ରୀ ? ଛିଣ୍ଡୁନି ଅଙ୍କ, କଂଗ୍ରେସରେ ଲାଗି ରହିଛି ଛକାପଞ୍ଝା। ନିର୍ବାଚନ ଫଳାଫଳ ଘୋଷଣା ହେବାର ଗୋଟିଏ ସପ୍ତାହ…