କାଳବୈଶାଖୀ ସତର୍କତା: ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ପାଣିପାଗର ମିଜାଜ ବଦଳିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଏବେ କାଳବୈଶାଖୀର ଭୟ ଦେଖାଦେଇଛି। ଆଗାମୀ କିଛି ଦିନ ପାଇଁ ଓଡ଼ିଶାର ଏକାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ଝଡ଼ପବନ ହେବାର ସମ୍ଭାବନା ରହିଛି। ଏ…