ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ ଖୋଲିଯିବା ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ରାମକୃଷ୍ଣ ଦାସମହାପାତ୍ର
ପୁରୀ: ପହଣ୍ଡି ସମୟରେ ଅଧା ବାଟରୁ ମହାପ୍ରଭୁଙ୍କ ଟାହିଆ ଖୋଲିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଟାହିଆର ଓଜନ ଆହୁରି ବଢ଼ି ଯାଇଥିଲା । ତେଣୁ ଏହାକୁ ଖୋଲି ଦିଆଯାଇଥିଲା ବୋଲି ସେ କହିଛନ୍ତି ।…