Plastic Currency: ସରିବ କାଗଜ ନୋଟର ଏରା! ଏବେ ପକେଟରେ ପ୍ଲାଷ୍ଟିକ୍ ଟଙ୍କା…
ନୂଆଦିଲ୍ଲୀ: ନା ଚିରିବ, ନା ଭିଜିବ…ନା ନଷ୍ଟ ହେବାର ଟେନସନ୍
କାଗଜ ନୋଟର ଚିନ୍ତା ଗଲା
ଏଣିକି ପକେଟରେ ରହିବ ପ୍ଲାଷ୍ଟିକ୍ ନୋଟ୍…
ଏବେ ଆମର ଏବଂ ଆପଣଙ୍କ ପକେଟରେ ଥିବା କାଗଜ ନୋଟ୍ ଖୁବ୍ ଶୀଘ୍ର ଇତିହାସ ହୋଇଯାଇପାରେ। କାରଣ ଏବେ ପ୍ଲାଷ୍ଟିକ୍ ନୋଟ୍ ଛାପିବ RBI! ନଗଦର ଦ୍ରୁତ…