ଆମେରିକା-ଇରାନ ଶାନ୍ତି ଚୁକ୍ତି ଏତେ ସହଜ ନଥିଲା; କାହିଁକି ଏଭଳି କହିଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା-ଇରାନ ଶାନ୍ତି ଚୁକ୍ତି ଆଜି ସ୍ୱାକ୍ଷରିତ ହୋଇଛି। ଫ୍ରାନ୍ସର G-7 ଶିଖର ସମ୍ମିଳନୀ ସମୟରେ ଭର୍ସେଲ୍ସ ପ୍ୟାଲେସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିଲା।
ଇରାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଡିଜିଟାଲ ସ୍ୱାକ୍ଷରକୁ ସ୍ପଷ୍ଟ କରିଛି। ଏହି…