୨୦୨୭ ଦିନିକିଆ ବିଶ୍ୱକପ: ଖେଳି ନ ପାରେ ୨ ଥର ଚାମ୍ପିୟନ ଟିମ
ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ଆସନ୍ତା ବର୍ଷ ଖେଳାଯିବ । ଏ ପର୍ଯ୍ୟନ୍ତ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଟିମ ଚୂଡାନ୍ତ ହୋଇ ନାହିଁ । ବାଂଲାଦେଶର ଭଲ ପ୍ରଦର୍ଶନ ଧୀରେ ଧୀରେ ୨ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ହରଡଘଣାରେ ପକାଇଛି । ଦକ୍ଷିଣ…